PM Modi Jk Visit: ଆଜି ଜମ୍ମୁ-କାଶ୍ମୀରବାସୀଙ୍କୁ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି

PM Modi Jk Visit: ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଆଜି ହେଉଛି ଖୁସିର ଦିନ। କାହିଁକିନା କେନ୍ଦ୍ର ସରକାର ସେମାନଙ୍କୁ ଦେବେ ବଡ଼ ଭେଟି। ଆଜି ଜମ୍ମୁ -କାଶ୍ମୀର ଗସ୍ତର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ଜନସଭାକୁ ପ୍ରଥମେ ଦିନ ୧୧ଟା ୩୦ ମିନିଟ୍ ସମୟରେ ଉଦବୋଧନ ଦେବେ।

PM Modi Jk Visit: ଆଜି ଜମ୍ମୁ-କାଶ୍ମୀରବାସୀଙ୍କୁ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି

About the Author