Toll Tax: ଏକବର୍ଷ ପର୍ଯ୍ୟନ୍ତ Toll Tax ରେ ହେବନି ବୃଦ୍ଧି, ଘୋଷଣା କଲେ ସରକାର

Toll Tax: ଫଡନାଭିସ ସରକାରଙ୍କ ଏହି ନିଷ୍ପତ୍ତି ମୁମ୍ବାଇ ଏବଂ ଏମଏମଆରଏ (ଆଖପାଖ) ଅଞ୍ଚଳର ଲୋକଙ୍କୁ ବହୁତ ଆଶ୍ୱସ୍ତି ଆଣିବ । ସେଓ୍ଵରୀ-ନହବାସେବ ଅଟଳ ସେତୁ ଟୋଲ୍ ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଯାତାୟତ କରୁଛି। ଆସନ୍ତା ୧୨ ମାସ ପର୍ଯ୍ୟନ୍ତ ଏହି ଟୋଲ୍ ଉପରେ କୌଣସି ଟିକସ ବୃଦ୍ଧି କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Toll Tax: ଏକବର୍ଷ ପର୍ଯ୍ୟନ୍ତ Toll Tax ରେ ହେବନି ବୃଦ୍ଧି, ଘୋଷଣା କଲେ ସରକାର

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ
      
 

Read More