ପିଏମ ମୋଦିଙ୍କ ଘୋଷଣାକୁ ନେଇ ଅସନ୍ତୁଷ୍ଟ ମମତା

ଆକାଶ ମାର୍ଗରୁ ସର୍ଭେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, 'ଅମ୍ଫାନ' ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରୟାସ କରିଛନ୍ତି । ତଥାପି ଆମେ ପ୍ରାୟ ୮୦ ଜଣଙ୍କ ଜୀବନ ରକ୍ଷା କରିପାରିଲୁ ନାହିଁ । ଆମେ ସମସ୍ତେ ଦୁଃଖିତ ଓ ଯେଉ ପରିବାର ନିଜର ସମ୍ପର୍କୀୟଙ୍କୁ ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମବେଦନା ରହିଛି ।

ପିଏମ ମୋଦିଙ୍କ ଘୋଷଣାକୁ ନେଇ ଅସନ୍ତୁଷ୍ଟ ମମତା
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author