'ଘରକୁ ପହଞ୍ଚି ପାରୁନାହାଁନ୍ତି ପ୍ରବାସୀ ଶ୍ରମିକ, ଆଉ ଘରୋଇ କ୍ଷେତ୍ର ପାଇଁ ମହାକାଶ ଯାତ୍ରାର ମାର୍ଗ ଖୋଲୁଛନ୍ତି ଅର୍ଥ ମନ୍ତ୍ରୀ'

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି ଯେ, ଆଶା କରିବା ଉଚିତ ଯେ କୋଭିଡ-19 କାରଣରୁ ଆର୍ଥିକ ତଥା ସାମାଜିକ ସଙ୍କଟ ଦେଇ ଗତି କରୁଥିବା ରାଜ୍ୟମାନଙ୍କୁ ଆସନ୍ତା ୬ ମାସ ପାଇଁ ଅତି କମରେ କିଛି ଅର୍ଥ ପ୍ରଦାନ କରାଯିବ ।

 'ଘରକୁ ପହଞ୍ଚି ପାରୁନାହାଁନ୍ତି ପ୍ରବାସୀ ଶ୍ରମିକ, ଆଉ ଘରୋଇ କ୍ଷେତ୍ର ପାଇଁ ମହାକାଶ ଯାତ୍ରାର ମାର୍ଗ ଖୋଲୁଛନ୍ତି ଅର୍ଥ ମନ୍ତ୍ରୀ'
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author