'ଅମ୍ଫାନ୍' ଯୋଗୁଁ ମୌସୁମୀ ଆସିବାରେ ହୋଇପାରେ ବିଳମ୍ୱ: ପାଣିପାଗ ବିଭାଗ

ଏଠାରେ କହି ରଖୁଛୁ ଯେ, ବୁଧବାର ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଅମ୍ଫାନ ତାଣ୍ଡବ ରଚିଥିଲା । କୋଲକାତାର ଘୂର୍ଣ୍ଣିବଳୟ ଏତେ ଶକ୍ତିଶାଳୀ ଥିଲା ଯେ ବଡ଼ ବଡ଼ ଗଛ ଓ ବୈଦ୍ୟୁତିକ ପୋଲ ଉପୁଡ଼ି ଯାଇଥିଲା । ଘର ଭାଙ୍ଗି ହୋଇଯାଇଥିଲା । ଏହା ବ୍ୟତୀତ ପଶ୍ଚିମବଙ୍ଗରେ ୭୨ ଜଣ ପ୍ରାଣ ହରାଇଛନ୍ତି ।

'ଅମ୍ଫାନ୍' ଯୋଗୁଁ ମୌସୁମୀ ଆସିବାରେ ହୋଇପାରେ ବିଳମ୍ୱ: ପାଣିପାଗ ବିଭାଗ

About the Author