President Droupadi Murmu Visit Jabalpur: राष्ट्रपति द्रौपदी मुर्मू रविवार 21 जून जबलपुर और ग्वालियर दौरे पर रहेंगी. वे जबलपुर में रानी दुर्गावती विश्वविधालय (RDVV) के 36वें दीक्षांत समारोह शामिल होंगी. इस बाद राष्ट्रपति श्योपुर जाएंगी, जहां कूनो नेशनल पार्क में चीता प्रोजेक्ट की समीक्षा करेंगी.
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଗାଁ ବୁଲାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ପାହାଡ଼ପୁରରେ ରାଷ୍ଟ୍ରପତିଙ୍କ ସ୍କୁଲକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।
President Droupadi Murmu Odisha Visit: ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଆଜି ଜନ୍ମମାଟି ରାଇରଙ୍ଗପୁର ଆସୁଛନ୍ତି। ଏବଂ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଇରଙ୍ଗପୁର ଆସିବ। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ ପାଇଁ ମୟୂରଭଞ୍ଜ ମାଟି ଅପେକ୍ଷା କରିଛି।
President Droupadi Murmu MP Visit: राष्ट्रपति द्रौपदी मुर्मू 18 जून से मध्य प्रदेश के पांच दिवसीय दौरे पर रहेंगी. इस दौरान वे इंदौर पहुंचेंगी और यहां से विभिन्न कार्यक्रमों में शामिल होंगी. इसके साथ ही राष्ट्रपति का कूनो नेशनल पार्क के भ्रमण का कार्यक्रम भी प्रस्तावित है.
Prez Murmu’s Mayurbhanj Visit: ଡିଜିପି ଜିଲ୍ଲାରେ ହୋଟେଲ, ଲଜ୍ ଏବଂ ଅନ୍ୟାନ୍ୟ ଆବାସ ସୁବିଧା ଗୁଡ଼ିକର କଡ଼ା ଯାଞ୍ଚ ଏବଂ ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଜରୁରୀକାଳୀନ ଚିକିତ୍ସା ସେବା, ଅଗ୍ନି ନିରାପତ୍ତା ପ୍ରସ୍ତୁତି, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ସହିତ ସମ୍ବନ୍ଧିତ ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରାଯାଇଥିଲା।
President And PM Visit: କାର୍ଯ୍ୟକ୍ରମ ସ୍ଥାନ ଏବଂ କାର୍ଯ୍ୟକ୍ରମ ସ୍ଥାନକୁ ନୋ-ଡ୍ରୋନ୍ ଏବଂ ନୋ-ଫ୍ଲାଇଂ ଜୋନ୍ ଭାବରେ ଘୋଷଣା କରାଯିବ। "ସୁରକ୍ଷା ବ୍ୟବସ୍ଥା ସ୍ୱରୂପ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ, ସମସ୍ତ ଗସ୍ତ ସ୍ଥାନ/କାର୍ଯ୍ୟସ୍ଥଳ/ସ୍ଥାନକୁ ନୋ-ଡ୍ରୋନ୍ ଜୋନ୍/ନୋ-ଫ୍ଲାଇଂ ଜୋନ୍ ଭାବରେ ଘୋଷଣା କରାଯାଇଛି," ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ଭୁବନେଶ୍ୱର: ଆସନ୍ତା ୧୯ ଓ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(Droupadi Murmu) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi)। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ (Naba Charan Majhi)।
Padma Awards 2026: ਅੱਜ ਰਾਸ਼ਟਰਪਤੀ ਦ੍ਰੋਪਦੀ ਮੁਰਮੂ ਰਾਸ਼ਟਰਪਤੀ ਭਵਨ ਦੇ ਗਣਤੰਤਰ ਮੰਡਪ ਵਿੱਚ 2026 ਦੇ ਪਹਿਲੇ ਨਾਗਰਿਕ ਸਨਮਾਨ ਸਮਾਰੋਹ ਵਿੱਚ ਦੇਸ਼ ਦੀਆਂ ਮਹਾਨ ਸ਼ਖਸੀਅਤਾਂ ਦਾ ਸਨਮਾਨ ਕਰਨਗੇ।
President Droupadi Murmu: राष्ट्रपति द्रौपदी मुर्मू ने शिमला दौरा खत्म कर दिल्ली के लिए उड़ान भरी. अन्नाडेल से रवाना होने से पहले उन्होंने सेना प्रशिक्षण संस्थान ARTRAC का दौरा किया. सुरक्षा व्यवस्था के चलते करीब 45 मिनट ट्रैफिक रोका गया, जिससे लोगों को परेशानी हुई.
President Droupadi Murmu: राष्ट्रपति द्रौपदी मुर्मू शिमला पहुंच चुकी हैं और अगले 5 दिन हिमाचल में रहेंगी. इस दौरान वह अटल टनल रोहतांग, पालमपुर कृषि विश्वविद्यालय और आर्मी ट्रेनिंग कमांड का दौरा करेंगी. सुरक्षा के कड़े इंतजाम किए गए हैं.
President Droupadi Murmu Shimla Visit: राष्ट्रपति द्रौपदी मुर्मू आज 6 दिन के हिमाचल दौरे पर शिमला पहुंचेंगी. छराबड़ा स्थित रिट्रीट में ठहरेंगी और अटल टनल रोहतांग व पालमपुर कृषि विश्वविद्यालय का दौरा करेंगी. सुरक्षा के कड़े इंतजाम किए गए हैं.
CM Bhagwant Mann News: ਮੁੱਖ ਮੰਤਰੀ ਭਗਵੰਤ ਮਾਨ ਨੇ ਰਾਸ਼ਟਰਪਤੀ ਨਾਲ ਮੁਲਾਕਾਤ ਦਾ ਸਮਾਂ ਮੰਗਿਆ ਹੈ। ਸੀਐਮ ਮਾਨ ਪੰਜਾਬ ਦੇ ਵਿਧਾਇਕਾਂ ਨਾਲ ਰਾਸ਼ਟਰਪਤੀ ਨੂੰ ਮਿਲਣਗੇ।
ରାଷ୍ଟ୍ରପତି କହିଥିଲେ ଯେ, ହକିରେ ସୁନ୍ଦରଗଡ଼ ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲାଙ୍କ ପରି ଖେଳାଳି ଗୌରବ ବଢ଼ାଇଛନ୍ତି ।
President Droupadi Murmu: ରାଷ୍ଟପ୍ରତି ଦୈପଦୀ ମୁର୍ମୁ ପ୍ରଥମ ଥର ପାଇଁ ଆଜି ରାଉରକେଲା ଆସୁଛନ୍ତି।
President Droupadi Murmu: ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଏ-ନେଇ ସଜେଇ ହୋଇଛି ପୂରା ଇସ୍ପାତ ନଗରୀ ରାଉରକେଲା। ଏ-ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ସହ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
President Droupadi Murmu: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
President Droupadi Murmu Nalanda Visit: राष्ट्रपति द्रौपदी मुर्मू कल यानी 31 मार्च 2026 को नालंदा के एक दिवसीय दौरे पर रहेंगी, जहां वे नालंदा विश्वविद्यालय के दूसरे दीक्षांत समारोह में मुख्य अतिथि के रूप में शिरकत करेंगी. राष्ट्रपति के नालंदा दौरे को लेकर सुरक्षा के कड़े इंतजाम किए गए हैं.
Ranchi News: राष्ट्रपति द्रौपदी मुर्मू के अपमान पर रांची में सियासी उबाल देखने को मिल रहा है. इसी क्रम में आज बीजेपी ने ममता बनर्जी का पुतला फूंका है. बीजेपी ने कहा कि आदिवासी बेटी का अनादर बर्दाश्त नहीं करेंगे.
राष्ट्रपति द्रौपदी मुर्मू के पश्चिम बंगाल के दार्जिलिंग दौरे पर आयोजित संथाल सम्मेलन कार्यक्रम को लेकर देश की सियासत गरमा गई है. भाजपा ने राष्ट्रपति के अपमान का आरोप लगाया है, वहीं राजद और कांग्रेस ने भाजपा पर ही राष्ट्रपति पद के राजनीतिकरण और अपमान का आरोप लगाते हुए पलटवार किया है.
West Bengal: राष्ट्रपति द्रौपदी मुर्मू की पश्चिम बंगाल यात्रा के दौरान प्रोटोकॉल में चूक को लेकर केंद्र सरकार ने राज्य प्रशासन से रिपोर्ट मांगी है. गृह मंत्रालय ने कार्यक्रम स्थल बदलने, स्वागत में प्रोटोकॉल का पालन न होने और व्यवस्थाओं पर स्पष्टीकरण मांगा है.
Puri News: ୬ ଦିନିଆ ଓଡିଶା ଗସ୍ତର ତୃତୀୟ ଦିନରେ ଶ୍ୱେତଗଙ୍ଗାରେ ପିଣ୍ଡ ଦାନ ପରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ପୂର୍ଣ୍ଣାଙ୍ଗ ବେଶରେ ଦର୍ଶନ କଲେ ମହାମହିମ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦେଖି ଲୁହ ଝରାଇଲେ । ମୁକ୍ତି ମଣ୍ଡପ ପଣ୍ଡିତ ଙ୍କ ନେଲେ ଆଶୀର୍ବାଦ । ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ ସାନିଧ୍ୟ ନେଲେ।
President Droupadi Murmu: ପୁରୀରେ ପହଞ୍ଚିଲେ ଭାରତର ମହାମହିମ ରାଷ୍ଟ୍ରପତି।ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ନିଜ ପରିବାର ସହ ଆସି ଆଜି ଅପରାହ୍ନରେ ପୁରୀ ତାଳବଣିଆ ହେଲିପ୍ୟାଡ୍ ରେ ପହଞ୍ଚିଛନ୍ତି।