ଜାଣନ୍ତୁ କିଏ ଏହି Navdeep kaur , ଯିଏ ହଜାରେ ଝିଅଙ୍କୁ କରିଛନ୍ତି ପୋଷ୍ୟକନ୍ୟା
Advertisement

ଜାଣନ୍ତୁ କିଏ ଏହି Navdeep kaur , ଯିଏ ହଜାରେ ଝିଅଙ୍କୁ କରିଛନ୍ତି ପୋଷ୍ୟକନ୍ୟା

ନବଦୀପ କୌର Mrs. India World 2021 ର କ୍ରାଉନ ପିନ୍ଧିସାରିଥିବା ବେଳେ ଏହାପୂର୍ବରୁ ମଧ୍ୟ ଅନେକ ସଫଳତା ହାସଲ କରିଛନ୍ତି। 

 

ଜାଣନ୍ତୁ କିଏ ଏହି Navdeep kaur , ଯିଏ ହଜାରେ ଝିଅଙ୍କୁ କରିଛନ୍ତି ପୋଷ୍ୟକନ୍ୟା

ଇଞ୍ଜିନିୟର ଅଟନ୍ତି ନବଦୀପ

ଓଡ଼ିଶାରେ ରହି ବଢିଥିବା Mrs. India World 2021 ନବଦୀପ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିବା ସହ ତାଙ୍କ ପାଖେ ଏମବିଏର ମଧ୍ୟ ଡିଗ୍ରୀ ରହିଅଛି। 

fallback

ଚାକିରୀ ଓ ଟଙ୍କା କଥା ଯଦି କହିବା ତେବେ ନବଦୀପ ଏକ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଓ ଗୋଟିଏ ଥର ଆସିଷ୍ଟାଣ୍ଟ ପ୍ରଫେସର ହିସାବରେ ମଧ୍ୟ କାମ କରିସାରିଛନ୍ତି। 

fallback

Mrs. India World 2021 ନବଦୀପଙ୍କ କହିବାକଥା, ଯେ ସେ କେବେ ବି ଭାବିନଥିଲେ ଯେ, ତାଙ୍କ ଜୀବନରେ ଏମିତି କିଛି ପରିବର୍ତ୍ତନ ହେବ ଓ ସେ ଏକ ଛୋଟ ସହରରୁ ହୋଇ ମଧ୍ୟ ଏତେ ସଫଳତା ହାସଲ କରିପାରିବେ। 

fallback

Mrs. India World 2021 ନବଦୀପଙ୍କ କହିବାର କଥା, ଯେବେ ଆମେ ଭାରତୀୟ ବିବାହିତ ମହିଳାଙ୍କ ବିଷୟରେ କଥା ହେଉ ତେବେ ଏହା ଜଣାପଡ଼େ ଯେ, ଘରୁ ବାହାରିବା ତାଙ୍କ ପାଇଁ କେତେ କଷ୍ଟ । ମୁଁ ବହୁତ ଭାଗ୍ୟଶାଳି ଯେ, ମୋ ପରିବାର ସବୁବେଳେ ମୋ ସାଥିରେ ଅଛନ୍ତି । ମୁଁ ମୋ ଉନ୍ନତି ପଥରେ ଏମିତି କିଛି ସଫଳତା ହାତେଇବାକୁ ଚାହୁଁଛି ଯାହାକୁ ଦେଖି ପ୍ରତିଟି ବିବାହିତା ମହିଳା ତାଙ୍କ ଦ୍ୱାରା ପ୍ରେରିତ ହେବେ। 

fallback

ନବଦୀପ ସାତବର୍ଷ ପୂର୍ବେ ବିବାହ କରିସାରିଛନ୍ତି । ଏବଂ ସେ ଏକ ଜଏଣ୍ଟ ଫ୍ୟାମିଲିରେ ରହିବାକୁ ପସନ୍ଦ କରନ୍ତି । ତାଙ୍କର ଏକ ୬ ବର୍ଷୀୟ ପୁଅଟିଏ ମଧ୍ୟ ଅଛି। 

fallback

ନବଦୀପ Ladies Circle India ର ଗୁଡାବିଲ ଆମ୍ବାସଡର ଅଟନ୍ତି ।ଏହାଦ୍ୱାରା ସେ ଏକ ହଜାର ଝିଅଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିବା ସହ ତାଙ୍କ ପାଠପଢା କଥା ବୁଝିଥାନ୍ତି।