ସବୁଠୁ ମହଙ୍ଗା ବାହାଘର, କନ୍ୟାଦାନରେ ଏକ କୋଟି କ୍ୟାସ...ଫରଚୁନର ସହ ୧.୨୫ କେଜିର ସୁନା

Shocking: ବର ର ବାପାଙ୍କୁ କନ୍ୟାଦାନ ଭାବେ ଏକ କୋଟି ଟଙ୍କା ଦାନ କରିଥିଲେ। କୁହାଯାଉଛି ଯେ ଝିଅର ବିବାହ ପାଇଁ ଏକ କୋଟି ଏକ ହଜାର ଟଙ୍କା ଦିଆଯାଇଥିଲା। ସଗୁନରେ ୨୧ ଲକ୍ଷ ନଗଦ ହସ୍ତାନ୍ତର କରାଯାଇଥିଲା । ଏକଥା ବି କୁହାଯାଉଛି ଯେ ,କନ୍ୟାର ପିତା ଏକ ବିଳାସପୂର୍ଣ୍ଣ ଫ୍ଲାଟକୁ ଜ୍ୱାଇଁଙ୍କୁ ଦେଇଛନ୍ତି। ଆଲୋଚନା ଅନୁଯାୟୀ ଏହି ବିବାହରେ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।

ସବୁଠୁ ମହଙ୍ଗା ବାହାଘର, କନ୍ୟାଦାନରେ ଏକ କୋଟି କ୍ୟାସ...ଫରଚୁନର ସହ ୧.୨୫ କେଜିର ସୁନା

About the Author