PM Modi ଆସନ୍ତାକାଲି କରିବେ ୨୦୦୦ ରୁ ଅଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ, ୫୫୩ ରେଳ ଷ୍ଟେସନର ବଦଳିବ ରୂପରେଖ

Amrit Bharat Station Scheme: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ଫେବ୍ରୁଆରୀରେ ମଧ୍ୟାର୍ଣ୍ଣ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୦୦୦ରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ମୂଳଦୁଆ ପକାଇ ଦେଶକୁ ଉତ୍ସର୍ଗ କରିବେ।

PM Modi ଆସନ୍ତାକାଲି କରିବେ ୨୦୦୦ ରୁ ଅଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ, ୫୫୩ ରେଳ ଷ୍ଟେସନର ବଦଳିବ ରୂପରେଖ
Image Credit: Amrit Bharat Station Scheme

About the Author