Kalki Dham Temple: ଆଜି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

Kalki Dham Temple:ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ । ଏହା ପରେ ଜନସଭାକୁ ଉଦବୋଧନ ଦେବେ। ଖବର ମୁତାବକ ଶ୍ରୀ କଳକୀ ଧାମ୍ ନିର୍ମାଣ ଟ୍ରଷ୍ଟ ଦ୍ବାରା ମନ୍ଦିରଟି ନିର୍ମାଣ କରାଯାଉଛି।ଏହି ଟ୍ରଷ୍ଟର ଅଧ୍ୟକ୍ଷ ହେଉଛନ୍ତି ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍ ।

Kalki Dham Temple: ଆଜି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

About the Author