ପ୍ରଖ୍ୟାତ ସମାଜ ବିଜ୍ଞାନୀ ପ୍ରଫେସର ଯୋଗେନ୍ଦ୍ର ସିଂଙ୍କ ନିଧନ

ଜୁମ୍ ଆପରେ ଆୟୋଜିତ ସମବେଦନା ସଭାରେ ଅଧ୍ୟକ୍ଷତା କରିଥିବା ଡକ୍ଟର ପ୍ରମୋଦ କହିଛନ୍ତି ଯେ, ମୂଳତଃ ବସ୍ତିରୁ ଆସିଥିବା ଯୋଗେନ୍ଦ୍ର ସିଂ ସାମାଜିକ ପରିବର୍ତ୍ତନର ସିଦ୍ଧାନ୍ତକାର ଓ ଭାରତୀୟ ସମାଜବିଜ୍ଞାନର ବରିଷ୍ଠ-ଆଚାର୍ଯ୍ୟ ଥିଲେ ।

ପ୍ରଖ୍ୟାତ ସମାଜ ବିଜ୍ଞାନୀ ପ୍ରଫେସର ଯୋଗେନ୍ଦ୍ର ସିଂଙ୍କ ନିଧନ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author