Rahul Gandhi: ଲୋକସଭାରେ ବିରୋଧୀ ଦଳର ନେତା ହେବେ ରାହୁଲ ଗାନ୍ଧୀ; ପ୍ରୋଟେମ୍ ସ୍ପିକରକୁ ପଠାଗଲା ନାମ

Leader Of Opposition In Lok Sabha: କଂଗ୍ରେସ ଦଳ ମଙ୍ଗଳବାର ଦିନ ଘୋଷଣା କରିଛି ଯେ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହେବେ। ବାଚସ୍ପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏହା ଘୋଷଣା କରିଛନ୍ତି।

Rahul Gandhi: ଲୋକସଭାରେ ବିରୋଧୀ ଦଳର ନେତା ହେବେ ରାହୁଲ ଗାନ୍ଧୀ; ପ୍ରୋଟେମ୍ ସ୍ପିକରକୁ ପଠାଗଲା ନାମ
Image Credit: Leader Of Opposition In Lok Sabha

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More