Wayanad Seat: ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବଡ଼ ଘୋଷଣା; ରାହୁଲ ଗାନ୍ଧୀ ଇସ୍ତଫା ଦେବେ ଏବଂ ପ୍ରିୟଙ୍କା ଗାନ୍ଧୀ ୱାୟାନାଡରୁ ନିର୍ବାଚନ ଲଢ଼ିବେ

Lok Sabha Elections 2024: ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନରେ ​​ୱାୟାନାଡ ଏବଂ ରାଏବରେଲି ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ତେବେ ଆଇନ ଅନୁସାରେ ତାଙ୍କୁ ଗୋଟିଏ ସିଟ୍ ଛାଡିବାର ଥିଲା। ବର୍ତ୍ତମାନ କଂଗ୍ରେସ ଏହାକୁ ନେଇ ଏକ ବଡ ଘୋଷଣା କରିଛି।

Wayanad Seat: ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବଡ଼ ଘୋଷଣା; ରାହୁଲ ଗାନ୍ଧୀ ଇସ୍ତଫା ଦେବେ ଏବଂ ପ୍ରିୟଙ୍କା ଗାନ୍ଧୀ ୱାୟାନାଡରୁ ନିର୍ବାଚନ ଲଢ଼ିବେ
Image Credit: Rahul Gandhi and Priyanka Gandhi

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More