Rajya Sabha Polls: ଆଜି ରାଜ୍ୟସଭା ନିର୍ବାଚନ, ଜାଣନ୍ତୁ ମଇଦାନରେ ଅଛନ୍ତି କେତେ ପ୍ରାର୍ଥୀ?

Rajya Sabha Election: ଆଜି ରାଜ୍ୟସଭାରେ ଖାଲି ପଡିଥିବା ୫୬ ସିଟ୍ ମଧ୍ୟରୁ ୧୫ଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଆଜି ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ମତଦାନ ହେବ। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ. ଗତ ମଙ୍ଗଳବାର ଦିନ ୧୨ଟି ରାଜ୍ୟ ୪୧ ଜଣ ପ୍ରାର୍ଥୀଙ୍କୁ ନିଦ୍ବନ୍ଦରେ ନିର୍ବାଚିତ ଘୋଷଣା କରାଯାଇଥିଲା।

Rajya Sabha Polls: ଆଜି ରାଜ୍ୟସଭା ନିର୍ବାଚନ, ଜାଣନ୍ତୁ ମଇଦାନରେ ଅଛନ୍ତି କେତେ ପ୍ରାର୍ଥୀ?
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author