୨୦୧୯ ବିଶ୍ୱକପର ପରାଜୟକୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ଖୁଲାସା, କହିଲେ-'ଚୟନକର୍ତ୍ତା ଜବରଦସ୍ତି...'

ଭାରତୀୟ କ୍ରିକେଟ୍ ଦଳର କୋଚ୍ ଭାବରେ ରବି ଶାସ୍ତ୍ରୀଙ୍କ (Ravi Shastri) କାର୍ଯ୍ୟକାଳ ଶେଷ ହୋଇଛି । ଶାସ୍ତ୍ରୀ ନିଜ ପଦ ଛାଡିବା ଦିନଠାରୁ ହିଁ ଚୟନକର୍ତ୍ତା (Selectors), ଟିମ୍ ଇଣ୍ଡିଆ (Team India) ଡ୍ରେସିଂ ରୁମ୍ (Dressing room) ଏବଂ ବୋର୍ଡ (BCCI) ଉପରେ ନିଜର ବୟାନ ଦେଇ ଆସୁଛନ୍ତି ।

୨୦୧୯ ବିଶ୍ୱକପର ପରାଜୟକୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ଖୁଲାସା, କହିଲେ-'ଚୟନକର୍ତ୍ତା ଜବରଦସ୍ତି...'

About the Author