ଅକ୍ଟୋବର ୫ରେ ଖୋଲିବ ସ୍କୁଲ !
Advertisement

ଅକ୍ଟୋବର ୫ରେ ଖୋଲିବ ସ୍କୁଲ !

କୋଭିଡ଼ କଟକଣା ପାଇଁ ଦିଲ୍ଲୀରେ ଅକ୍ଟୋବର ୫ ଯାଏଁ ସମସ୍ତ ସ୍କୁଲ୍ କଲେଜ ବନ୍ଦ  l

ଅକ୍ଟୋବର ୫ରେ ଖୋଲିବ ସ୍କୁଲ !

ନୂଆଦିଲ୍ଲୀ: କୋଭିଡ଼ କଟକଣା ପାଇଁ ଦିଲ୍ଲୀରେ ଅକ୍ଟୋବର ୫ ଯାଏଁ ସମସ୍ତ ସ୍କୁଲ୍ କଲେଜ ବନ୍ଦ  l ଭାରତର ରାଜଧାନୀ ନୂଆଦିଲ୍ଲୀରେ ଅକ୍ଟୋବର ୫ ଯାଏଁ  ସମସ୍ତ ସ୍କୁଲ୍ କଲେଜ ବନ୍ଦ ରହିବ l କୋଭିଡ଼  କଟକଣା ପାଇଁ ଆଜି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି l ପୂର୍ବରୁ ରାଜ୍ୟରେ ଯେଉଁଭଳି ଅନଲାଇନ୍ ଶିକ୍ଷା ଚାଲୁଥିଲା ପୂର୍ବ ଭଳି ଜାରି ରହିବ ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିକ୍ଷା ବିଭାଗ l କୋଭିଡ଼ କଟକଣା ପାଇଁ ଏହି ନିୟମ ସରକାରୀ ଓ ବେସରୀକାରୀ ସ୍କୁଲ, କଲେଜରେ କଡାକଡି ଭାବେ ଲାଗୁହେବ l

ସମସ୍ତ ସ୍କୁଲ୍ ପ୍ରିନ୍ସପାଲଙ୍କୁ ଅନଲାଇନ୍ କ୍ଲାସକୁ ସଠିକ ଭାବେ ସୁପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛିl ବିଶ୍ୱବିଦ୍ୟାଳୟ ଓ ସ୍କୁଲ୍ , କଲେଜ ଗୁଡ଼ିକ ଗତ ମାର୍ଚ୍ଚ ୧୪ ତାରିଖ ତାରିଖରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ବନ୍ଦ ରହିଛି  l