୫ ଦଶକର ରାଜନୀତି କ୍ୟାରିୟରରେ ବିରାମ, ଆଖିବୁଜିଲେ ମହାରାଷ୍ଟ୍ରର ପୂର୍ବ CM ମନୋହର ଯୋଶୀ

Manohar Joshi Passed Away: ରାଜନୈତିକ କ୍ୟାରିୟର ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର କାଉନସିଲର ଭାବରେ ଆରମ୍ଭ ହୋଇଥିଲା, ଏହା ପରେ ସେ ମେୟର, ବିଧାନ ପରିଷଦ ସଦସ୍ୟ, ବିଧାୟକ, ଲୋକସଭା ତଥା ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ଏବଂ ପରେ ଏନଡିଏ ସରକାର ସମୟରେ ଲୋକସଭା ବାଚସ୍ପତି ହୋଇଥିଲେ। ମନୋହର ଯୋଶୀ ଶିବସେନାର ପ୍ରଥମ ସିଏମ ଥିଲେ ।

୫ ଦଶକର ରାଜନୀତି କ୍ୟାରିୟରରେ ବିରାମ, ଆଖିବୁଜିଲେ ମହାରାଷ୍ଟ୍ରର ପୂର୍ବ CM ମନୋହର ଯୋଶୀ

About the Author