ହ୍ୟୁଷ୍ଟନରେ ଚୀନର ଦୂତାବାସ କାର୍ଯ୍ୟାଳୟ ବନ୍ଦ କରିବ ଆମେରିକା, ଚୀନର କଡ଼ା ନିନ୍ଦା

ଆମେରିକା ଓ ଚୀନ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚୀନର ବ୍ୟବହାର ତଥା ଆକ୍ରୋଶମୂଳକ ମନୋଭାବ କାରଣରୁ ଆମେରିକା କଠୋର ପଦକ୍ଷେପ ନେବାକୁ ଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ହ୍ୟୁଷ୍ଟନଠାରେ ଥିବା ଚୀନୀ ବାଣିଜ୍ୟ ଦୂତାବାସକୁ ବନ୍ଦ କରି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ହ୍ୟୁଷ୍ଟନରେ ଚୀନର ଦୂତାବାସ କାର୍ଯ୍ୟାଳୟ ବନ୍ଦ କରିବ ଆମେରିକା, ଚୀନର କଡ଼ା ନିନ୍ଦା

About the Author