Farmers Protest 2024: ସରକାରଙ୍କ ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖ୍ୟାନ, ଆସନ୍ତାକାଲି ‘ଦିଲ୍ଲୀ ଚଲୋ’

Farmers Protest 2024 (ଭୁବନେଶ୍ୱର) : ଏମ୍‍ଏସ୍‍ପି ପ୍ରସଙ୍ଗରେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ ସଂଗଠନ। ଏହାସହ ଆସନ୍ତା କାଲି ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି। ଏହି କ୍ରମରେ ଦିଲ୍ଲୀ ସୀମାରେ ଉତ୍ତେଜନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରିଛି ପ୍ରଶାସନ। କୃଷକ ନେତା ଜଗଜିତ ସିଂ ଦଲେଓ୍ୱାଲ କହିଛନ୍ତି, ମାତ୍ର ତିନୋଟି ଶସ୍ୟ ଉପରେ ଏମ୍‍ଏସ୍‍ପିକୁ ନିରନ୍ତର ରଖିବାର ପ୍ରତିଶୃତି ଦେବା ଅନ୍ୟ ଶସ୍ୟ ଅମଳ ଉପରେ ପ୍ରଭାବ ପକାଇବ।

Farmers Protest 2024: ସରକାରଙ୍କ ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖ୍ୟାନ, ଆସନ୍ତାକାଲି ‘ଦିଲ୍ଲୀ ଚଲୋ’

About the Author