Deep Fake Video: ଚିନ୍ତା ବଢ଼ାଇଛି ଡିପ୍ ଫେକ୍: ଖୁବ୍ ଶିଘ୍ର ଆସିବ 'ଡିଜିଟାଲ୍ ଇଣ୍ଡିଆ' ବିଲ୍

Deep Fake Video: ଜୁନ୍ ୨୪ ରୁ ଆରମ୍ଭ ହେବାକୁ ଥିବା ୧୮ ତମ ଲୋକସଭାର ପ୍ରଥମ ଅଧିବେଶନରେ ପ୍ରଥମେ ନୂତନ ସାଂସଦଙ୍କ ଶପଥ ଗ୍ରହଣ କରାଯିବା ରାଷ୍ଟପତି ଏହାକୁ ଅଭିବାଦନ ଜାଣାଇବେ। ଏହି ଅଧିବେଶନରେ ସରକାର ସମ୍ପୂର୍ଣ୍ଣ ବଜେଟ୍ ମଧ୍ୟ ଉପସ୍ଥାପନ କରିବେ। ସୂଚନାନୁସାରେ, ବଜେଟ୍ ବ୍ୟତୀତ ଡିଜିଟାଲ୍ ଇଣ୍ଡିଆ ବିଲ୍ ମଧ୍ୟ ଏହି ଅଧିବେଶନରେ ବଡ଼ ବିତର୍କ ହୋଇପାରେ। ସୋସିଆଲ ମିଡିଆରେ ପ୍ରକାଶିତ ଭିଡିଓଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏହି ବିଲରେ ଏକ ବ୍ୟବସ୍ଥା ମଧ୍ୟ ଅଣାଯାଇପାରେ।

Deep Fake Video: ଚିନ୍ତା ବଢ଼ାଇଛି ଡିପ୍ ଫେକ୍: ଖୁବ୍ ଶିଘ୍ର ଆସିବ 'ଡିଜିଟାଲ୍ ଇଣ୍ଡିଆ' ବିଲ୍

About the Author