India Alliance Meeting: ସମ୍ବିଧାନରେ ବିଶ୍ୱାସ ରଖୁଥିବା ଦଳଗୁଡିକୁ ସ୍ୱାଗତ, INDIA ମେଣ୍ଟ ବୈଠକରୁ କାହାକୁ ବାର୍ତ୍ତା ଦେଲେ ଖଡ୍ଗେ?

India Alliance Meeting: କଂଗ୍ରେସ ସଭାପତି ଖଡ୍ଗେ କହିଛନ୍ତି, "ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଭାବେ ଏହା କେବଳ ରାଜନୈତିକ ପରାଜୟ ନୁହେଁ ବରଂ ଏକ ନୈତିକ ପରାଜୟ ମଧ୍ୟ। କିନ୍ତୁ, ସେ କହିଛନ୍ତି ଯେ ତାଙ୍କ ଅଭ୍ୟାସ ବିଷୟରେ ଆମେ ସମସ୍ତେ ଅବଗତ।"

India Alliance Meeting: ସମ୍ବିଧାନରେ ବିଶ୍ୱାସ ରଖୁଥିବା ଦଳଗୁଡିକୁ ସ୍ୱାଗତ, INDIA ମେଣ୍ଟ ବୈଠକରୁ କାହାକୁ ବାର୍ତ୍ତା ଦେଲେ ଖଡ୍ଗେ?
Image Credit: India Alliance Meeting

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More