ଏପଟେ ମରଣ, ସେପଟେ ଜନମ; ଜନ୍ମ ନେଲେ 'ଦୀପା ସାହୁ'

ଗତକାଲି ଅଲବମ୍ କୁଇନ୍ ଦୀପା ସାହୁ ଆମକୁ ଛାଡ଼ି ଚିରନିଦ୍ରାରେ ଶୋଇଗଲେ । ଆଉ ସେପଟେ ସୁଦୂର ତାମିଲନାଡ଼ୁରେ ଜନ୍ମ ନେଲେ ଜଣେ ଦୀପା ସାହୁ । ବିଧାତା ଗଢ଼ିଥିବା ଏ ସଂସାରର ଖେଳ ବୋଧ ହୁଏ ଏମିତି ହିଁ କିଛି ।

ଏପଟେ ମରଣ, ସେପଟେ ଜନମ; ଜନ୍ମ ନେଲେ 'ଦୀପା ସାହୁ'
Image Credit: ଡିଜାଇନ୍ ଫଟୋ

About the Author