Team India
ଆଡିଲେଡ୍ ଝଟକା ପରେ ମେଲବୋର୍ଣ୍ଣରେ କେମିତି ଜିତିଲା ଟିମ୍ ଇଣ୍ଡିଆ?
ଦ୍ୱିତୀୟ ଇନିଂସରେ ବିରାଟ ବାହୀନି ମାତ୍ର ୩୬ ରନରେ ଅଲଆଉଟ୍ ହେବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। କ୍ରିକେଟପ୍ରେମୀ ନିରାଶ ହୋଇ ସିରିଜ୍ ବିଜୟ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ମେଲବୋର୍ଣ୍ଣରେ ବକ୍ସିଂ ଡେ' ଟେଷ୍ଟରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳ ଯେମିତି ପ୍ରତ୍ୟାବର୍ତ୍ତନ କଲା, ତାହା ପୁଣି ଥରେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଜୋସ୍ ଭରି ଦେଇଛି।
Dec 30,2020, 17:08 PM IST
#INDvsAUS : କେବଳ ଟି-୨୦ ନୁହେଁ, ଟେଷ୍ଟ ସିରିଜ୍ ବି ଜିତିବ ଟିମ୍ ଇଣ୍ଡିଆ !
ଏବେ ଟେଷ୍ଟରେ ମଧ୍ୟ ଭାରତ ଏହି ଫର୍ମକୁ ଦୋହରାଇ ବିଜୟ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଚାଲନ୍ତୁ ନଜର ପକାଇବା ଭାରତ ସପକ୍ଷରେ କ'ଣ କ'ଣ ରହିଛି।
Dec 6,2020, 20:23 PM IST
#INDvsAUS : ତୃତୀୟ ଦିନିକିଆରେ ବଦଳିବେ ୨ ଖେଳାଳି
ଭାରତୀୟ ଦ୍ରୁତ ବୋଲର ଦୁଇଟି ମ୍ୟାଚ୍ ପରେ ବି ଉପଯୁକ୍ତ ଲେନ୍ଥରେ ବୋଲିଂ କରିବାରେ ଅସଫଳ ହୋଇଛନ୍ତି, ଯାହା ଦଳକୁ ଭାରୀ ପଡ଼ିଛି। ସେପଟେ ଯୁଜୁବେନ୍ଦ୍ର ଚହଲଙ୍କ ଠାରୁ ଯେଉଁ ଆଶା କରାଯାଉଥିଲା, ସେଥିରେ ସେ ଏକଦମ୍ ବିଫଳ ହୋଇଛନ୍ତି।
Dec 1,2020, 18:09 PM IST
'ଦୁର୍ବଳ ନେତୃତ୍ୱ ଓ ମାନସିକତା ପାଇଁ ହାରୁଛି ଭାରତ'
ଭାରତ ଦ୍ୱିତୀୟ ଇନିଂସରେ ଉଭୟ ମ୍ୟାଚରେ ୩୦୦ରୁ ଅଧିକ ରନ୍ କରିଥିଲା, କିନ୍ତୁ ତାହା ବ୍ୟର୍ଥ ଯାଇଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ଥିତି ଅନୁଯାୟୀ ବ୍ୟାଟିଂ କରୁଥିଲେ ବି ଏତେ ବଡ଼ ବଡ଼ ସ୍କୋରର ପିଛା କରି ପରାସ୍ତ ହେଉଛନ୍ତି।
Nov 30,2020, 19:19 PM IST
Ind vs Aus One Day Series
ମ୍ୟାଚ୍ ଭିତରେ କାହିଁକି ଅଦାନୀକୁ ବିରୋଧ ?
Ind vs Aus One Day Series:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ (Ind vs Aus One Day Series) ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ସିଡନୀରେ (Sydney) ଶୁକ୍ରବାର ପ୍ରଥମ ମ୍ୟାଚ୍ ଖେଳାଯିବା ସମୟରେ ଅଚାନକ ପଡ଼ିଆ ମଧ୍ୟକୁ ଜଣେ ଦର୍ଶକ ପଶିଆସି ଏକ ପ୍ଲାକାର୍ଡ ଦେଖାଇବା ଆରମ୍ଭ କରି ଦେଇଥିଲେ । ପ୍ଲାକାର୍ଡରେ ଲେଖାଯାଇଥିଲା
Nov 27,2020, 14:49 PM IST
ନୂଆ ଜର୍ସି, ନୂଆ ଜୋସରେ ଟିମ୍ ଇଣ୍ଡିଆ
Ind vs Aus One Day Series: ଭାରତ (India) ଓ ଅଷ୍ଟ୍ରେଲିଆ (Australia) ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ (One Day Series) । ଶୁକ୍ରବାର ସିଡନୀ (Sydney) ରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେଉଛି ।
Nov 27,2020, 11:19 AM IST
Mumbai Terrorist Attack
ପୁରିଲା ବାର ବର୍ଷ, ତଥାପି ଘା' ସତେଜ
୨୬ ନଭେମ୍ବର ୨୦୦୮ର ସେ କଳାରାତ୍ରୀ ଓ ମୁମ୍ବାଇ (Mumbai) ଉପରେ ଦେଶର ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ (Mumbai Terror Attack) ଏହା ଭିତରେ ବିତିଗଲାଣି ୧୨ ବର୍ଷ ।
Nov 26,2020, 14:57 PM IST
Reha Chakraborty
ବଦନାମ୍ 'ଭୁବନେଶ୍ୱର', ରିଆ ଓ ଡ୍ରଗ୍ସ
ଖାଲି ଏହି ଥରେ ନୁହେଁ, ଏକାଧିକ ଥର ରିଆ ଭୁବନେଶ୍ୱର ଯାଇଛନ୍ତି । ଏକ ବଡ଼ ଜ୍ୱେଲାରୀ ସୋ' ରୁମର ଉତ୍ସବରେ ଯୋଗଦେବାକୁ ମଧ୍ୟ ରିଆ ଭୁବନେଶ୍ୱର ଆସିଥିଲେ । କିନ୍ତୁ ପ୍ରଶ୍ନ ହେଉଛି, ରିଆଙ୍କ ଭଳି ଜଣେ ବଲିଉଡ୍ କଳାକାର ଯେତେବେଳେ ଭୁବନେଶ୍ୱର ଆସୁଛନ୍ତି, ତାଙ୍କୁ ଏଠାରେ ଗଞ୍ଜେଇ ଭଳି ନିଶାଦ୍ରବ୍ୟ କିଏ ପ୍ରଦାନ କରିଥିଲା? କେଉଁ ହୋଟେଲରେ ସେ ରହୁଥିଲେ? ହୋଟେଲରେ ସେଥିରେ କ'ଣ କିଛି ଭୂମିକା ରହିଛି କି? ରିଆଙ୍କ ଭଳି ସେଲିବ୍ରିଟିଙ୍କୁ ଯଦି ଭୁବନେଶ୍ୱରରେ ସହଜରେ ଗଞ୍ଜେଇ ମିଳିଯାଉଛି ଓ ସେ ତାର ପ୍ରଶଂସା କରି ତାକୁ ସର୍ବୋତ୍କୃଷ୍ଟ ବୋଲି କହୁଛନ୍ତି, ତେବେ ଭୁବନେଶ୍ୱର କ'ଣ ନିଶା ବେପାରୀଙ୍କ ସ୍ୱର୍ଗ ସାଜିଗଲାଣି କି?
Aug 31,2020, 15:15 PM IST
IPL Schedule 2020
ଚଳିତ ସପ୍ତାହ ଶେଷ ସୁଦ୍ଧା ଆଇପିଏଲ୍ କ୍ରୀଡ଼ାସୂଚୀ
ସେପ୍ଟେମ୍ବର ୧୯ ତାରିଖରେ ୟୁଏଇରେ ଚଳିତବର୍ଷର ଆଇପିଏଲ୍-୨୦୨୦ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟକୁ ୩ ସପ୍ତାହ ବାକି ଥିବାବେଳେ ଏଯାଏଁ ଆଇପିଏଲର ଚୂଡ଼ାନ୍ତ କ୍ରୀଡ଼ାସୂଚୀ ପ୍ରକାଶ ପାଇନାହିଁ । ଯାହା ଦର୍ଶକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ସବୁରି ମୁହଁରେ ଗୋଟିଏ ପ୍ରଶ୍ନ, କେବେ ଆସିବ ଆଇପିଏଲ୍ କ୍ରୀଡ଼ାସୂଚୀ?
Aug 24,2020, 19:55 PM IST
IPL 2020
ଡ୍ରିମ୍ ୧୧ ସାଜିଲା ଆଇପିଏଲ୍-୨୦୨୦ ଟାଇଟଲ୍ ପ୍ରାୟୋଜକ
IPL2020: ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍-୨୦୨୦ ।
Aug 18,2020, 16:34 PM IST
Amazon
ଭିଭୋ ନୁହେଁ; ଏଥର ଆମାଜନ୍ IPL-2020!
ବହୁ ଦ୍ୱନ୍ଦ୍ୱ ମଧ୍ୟରେ ଚଳିତବର୍ଷ ଆଇପିଏଲ୍(IPL) ୟୁଏଇ(UAE)ରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ ଏଲଏସିରେ ଭାରତ-ଚୀନ ବିବାଦ ସହ ଦେଶରେ ଚାଇନିଜ୍ ପ୍ରଡକ୍ଟକୁ ନେଇ ବିରୋଧ ହେବା ପରେ ଆଇପିଏଲ୍ ନିଜର ଟାଇଟଲ୍ ପ୍ରୟୋଜକ 'ଭିଭୋ'କୁ ହଟାଇଦେଇଛି ।
Aug 13,2020, 18:24 PM IST
Deepa Sahu
ଏପଟେ ମରଣ, ସେପଟେ ଜନମ; ଜନ୍ମ ନେଲେ 'ଦୀପା ସାହୁ'
ଗତକାଲି ଅଲବମ୍ କୁଇନ୍ ଦୀପା ସାହୁ ଆମକୁ ଛାଡ଼ି ଚିରନିଦ୍ରାରେ ଶୋଇଗଲେ । ଆଉ ସେପଟେ ସୁଦୂର ତାମିଲନାଡ଼ୁରେ ଜନ୍ମ ନେଲେ ଜଣେ ଦୀପା ସାହୁ । ବିଧାତା ଗଢ଼ିଥିବା ଏ ସଂସାରର ଖେଳ ବୋଧ ହୁଏ ଏମିତି ହିଁ କିଛି ।
Jul 28,2020, 21:32 PM IST
former pakisthan president
ମୁମୂର୍ଷୁ ମୁଶାରଫଙ୍କୁ ଫାଶୀ ଦଣ୍ଡାଦେଶ
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ପରଭେଜ୍ ମୁସାରଫଙ୍କୁ ଦେଶଦ୍ରୋହ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି.... ଲାହୋର୍ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ୍ ତାଙ୍କୁ ଏହି ସଜ୍ଜା ଶୁଣାଇଛନ୍ତି...
Dec 17,2019, 18:48 PM IST
Test Match
ଟେଷ୍ଟ ଫେରୁଛି, ପାକିସ୍ତାନ ଗଦଗଦ୍ !
ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନକୁ ଫେରୁଛି ଟେଷ୍ଟ କ୍ରିକେଟ୍ । ଡିସେମ୍ବର ୧୧ ତାରିଖରୁ ରାଉଲପିଣ୍ଡିରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଯିବ । ୨୦୦୯ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ଗସ୍ତରେ ଯାଇଥିବା ତତ୍କାଳୀନ ଶ୍ରୀଲଙ୍କା ଟିମ୍ ଉପରେ ଆକ୍ରମଣ ପରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍ ବନ୍ଦ ଥିଲା
Dec 9,2019, 16:18 PM IST
indian naval day
ଶୌର୍ଯ୍ୟର ୪୮ ବର୍ଷ
ଆଜି ନୌସେନା ଦିବସ । ବୀରତ୍ୱକୁ ମନେ ପକାଇବାର ଦିନଟିଏ । ଶୌର୍ଯ୍ୟର ୪୮ ବର୍ଷ କୁ ଅନୁଭବ କରିବାର ଦିନଟିଏ
Dec 4,2019, 20:45 PM IST
ଜାଣନ୍ତୁ କିଏ ହେବେ ଟିମ୍ ଇଣ୍ଡିଆର ଚୟନକର୍ତ୍ତା
ନୂଆ ଅଧ୍ୟକ୍ଷ ଚୟନ ହେବା ପରେ ରବିବାର ବିସିସିଆଇର ପ୍ରଥମ ଏଜିଏମରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଛି । ଯାହା ମଧ୍ୟରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା ଟିମ୍ ଇଣ୍ଡିଆର ଚୟନକର୍ତ୍ତା ନିଯୁକ୍ତି ।
Dec 3,2019, 18:26 PM IST
Saurav Ganguli
ବଦଳିବ ସୁପାରିସ, ରହିବେ ଦାଦା !
ବଦଳିବ କୁଲିଂ ଅଫ୍ ପରିୟଡର ସୁପାରିସ୍ !
Dec 2,2019, 17:25 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.