ମାଓ ମୁକ୍ତ ହେଲା ଓଡ଼ିଶାର ଆଉ ୫ ଜିଲ୍ଲା

ମାଓ ପ୍ରଭାବିତ ତାଲିକାରୁ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ୫ଟି ଜିଲ୍ଲା ବାଦ ପଡିବା ପରେ ଜିଲ୍ଲାକୁ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ମିଳୁଥିବା SREରୁ ମଧ୍ୟ ବାଦ ପଡିଛି ।

ମାଓ ମୁକ୍ତ ହେଲା ଓଡ଼ିଶାର ଆଉ ୫ ଜିଲ୍ଲା

About the Author