ଡାକ୍ତରୀ ଟିମ ଉପରକୁ ପଥରମାଡ଼

କୋରୋନା ବିପକ୍ଷରେ ଦିନରାତି ଏକ କରିଦେଇ ଦେଶରେ ଡାକ୍ତର ଓ ପୋଲିସ କର୍ମୀ ଲଢେଇ ଜାରି ରଖିଛନ୍ତି। ସେମାନଙ୍କର ଏହି ସେବା ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନୀତ କରାଯାଉଛି। ଅନ୍ୟପଟେ ସେହି ସେବକ ତଥା କୋରୋନା ଯୋଦ୍ଧା ମାନଙ୍କୁ ପଥର ମାଡ଼ କରାଯାଉଥିବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ଉତ୍ତରପ୍ରଦେଶର ମୋରାଦାବାଦରେ କୋରୋନା ରୋଗୀଙ୍କୁ ଯ

ଡାକ୍ତରୀ ଟିମ ଉପରକୁ ପଥରମାଡ଼

About the Author