ଭାରତୀୟ ରେଳବାଇ ପକ୍ଷରୁ ସେବା ଆରମ୍ଭ, ଗାଇଡଲାଇନ ମାନିବାକୁ ଯାତ୍ରୀଙ୍କୁ ପରାମର୍ଶ

ଆସନ୍ତାକାଲିଠୁ ଟ୍ରାକରେ ଗଡିବ ୧୫ଟି ସ୍ୱତନ୍ତ୍ର ଟ୍ରେନ। ଯାତ୍ରା କରିବା ସମୟରେ ଗାଇଡ ଲାଇନ ପାଳନ କରିବାକୁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ଜଣାଇ ଦିଆଯାଇଛି।

ଭାରତୀୟ ରେଳବାଇ ପକ୍ଷରୁ ସେବା ଆରମ୍ଭ, ଗାଇଡଲାଇନ ମାନିବାକୁ ଯାତ୍ରୀଙ୍କୁ ପରାମର୍ଶ