August Grah Gochar 2024: ଅଗଷ୍ଟ ମାସରେ ଏହିସବୁ ରାଶି ଉପରେ ରହିବ ଶନି-ସୂର୍ଯ୍ୟଙ୍କ କୋପ, ବିଗିଡି଼ବ ଆର୍ଥିକ ଅବସ୍ଥା ସହ ଦେଖାଦେବ...

Written ByNarmada Behera
Published: Jul 23, 2024, 11:21 AM IST|Updated: Jul 23, 2024, 11:21 AM IST

August Grah Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ ଆସନ୍ତା ଅଗଷ୍ଟ ମାସରେ ମଧ୍ୟ କିଛି ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଅଗଷ୍ଟ ୧୬ରେ ସୂର୍ଯ୍ୟ ସିଂହ ରାଶିକୁ ଚଳନ କରିବାକୁ ଥିବା ବେଳେ ଆସନ୍ତା ମାସ ୨୨ ରେ ବୁଧ କର୍କଟରେ ପ୍ରବେଶ କରିବେ। ଅଗଷ୍ଟ ୨୪ରେ ଶୁକ୍ର କନ୍ୟା ରାଶିକୁ ଚଳନ କରିବେ। ଆସନ୍ତା ମାସରେ ମଧ୍ୟ ସୂର୍ଯ୍ୟ-ଶନିଙ୍କର ଅପୂର୍ବ ମିଳନ (Samsaptaka Yoga) ସାମସପ୍ତକ ଯୋଗ ସୃଷ୍ଟି କରୁଛି। ସିଂହ ରାଶିର ସପ୍ତମ ଘରେ ଏହି ଯୋଗ ସୃଷ୍ଟି ହେଉଥିବାରୁ କିଛି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ। ଯାହା ଫଳରେ ଏହି ରାଶିର ଲୋକମାନେ କ୍ୟାରିୟର ଅସଫଳତା ପାଇବା ସହ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ । ତେବେ, ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କୁ ଆସନ୍ତା ମାସ ସତର୍କତାର ସହ ଚଳିବାକୁ ପଡି଼ବ।...