Advertisement
Photo Details/zeeodisha/odisha1828151
photoDetails0hindi

safest seat in plane: ବିମାନ ଯାତ୍ରା ବେଳେ ଭୁଲରେ ଚୟନ କରନ୍ତୁ ନାହିଁ ଏହି ଆସନ; ପାଇଲଟ୍ କହିଦେଲେ କାରଣ

safest seat in flight: ଆଜିର ସମୟରେ ଅଧିକାଂଶ କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ବିମାନ ସେବାର ସାହାରା ନେଉନ୍ତି। ହେଲେ ବିମାନ ଯୋଗେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ସେମାନଙ୍କ ଆସନ ବିଷୟରେ ଅଧିକ ଚିନ୍ତା କରିନଥାନ୍ତି। ନିକଟରେ ଜଣେ ଆମେରିକୀୟ ପାଇଲଟ୍ ବିମାନ ଆସନ ବିଷୟରେ ଏକ ବଡ଼ ଧରଣର ପର୍ଦ୍ଦାଫାଶ କରିଛନ୍ତି।

1/6

ଆମେରିକୀୟ ପାଇଲଟ୍ ପାଟ୍ରିକ୍ ସ୍ମିଥ୍ ବିମାନ ଆସନ ବିଷୟରେ ଏକ ଚମକାଇବା ଭଳି ପର୍ଦ୍ଦାଫାଶ କରିଛନ୍ତି। ପାଇଲଟ୍ ପାଟ୍ରିକ୍ ସ୍ମିଥ୍ କହିଛନ୍ତି ଲେଗ୍ ରୁମ୍ ପାଇଁ ଆଗ ସିଟ୍ ଭଲ।

2/6

ବିମାନ ଯାତ୍ରା ଲାଗି ଟିକେଟ ବୁକିଂ କରିବା ସମୟରେ ପଛ ଆସନକୁ ଏଡାଇବା ଆବଶ୍ୟକ ବୋଲି ଆମେରିକୀୟ ପାଇଲଟ ଜଣଙ୍କ କହିଛନ୍ତି।

3/6

ବିମାନ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ପ୍ରାୟତଃ ବିମାନର ସାମ୍ନା ଭାଗରେ ରହିଥିବା ଆସନ କିମ୍ବା କ୍ୟାବିନ ନିକଟରେ ରହିଥିବା ସିଟ୍ ନେବାକୁ କହିଥାନ୍ତି।

4/6

ପାଇଲଟ୍ ପାଟ୍ରିକ୍ ସ୍ମିଥ୍ କହିଛନ୍ତି ଯେ ବିମାନର ଶେଷ ଭାଗରେ ରହିଥିବା ଆସନରେ ଅଶାନ୍ତି କିମ୍ବା ଅସ୍ଥିରତା ଦେଖିବାକୁ ମିଳିଥାଏ।

5/6

ଦୀର୍ଘ ସମୟର ଯାତ୍ରା ସମୟରେ ସିଟ୍ ବାଛିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେରିକୀୟ ପାଇଲଟ ଜଣଙ୍କ କହିଛନ୍ତି। 

 

6/6

ବିମାନରେ ଯାତ୍ରା କରିବା ସମୟରେ ଲୋକମାନେ ପ୍ରାୟତଃ ଶୌଚାଳୟ ନିକଟରେ ରହିଥିବା ଆସନରେ ବସିବା ଠାରୁ ଦୂରେଇ ରହିଥାନ୍ତି।