Advertisement
Photo Details/zeeodisha/odisha1380750
photoDetails0hindi

Horoscope Today 5 October 2022: ବିଜୟ ଦଶମୀ ଦିନ ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ବୁଧବାର

Horoscope Today 5 October 2022: ଏହି ରାଶିର ବ୍ୟକ୍ତିମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ । ନବ ବିବାହିତ ଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ ।  ଦୂରଯାତ୍ରା ଶୁଭମୟ ।

ମେଷ ରାଶି

1/12
ମେଷ ରାଶି

ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟସ୍ତତା ମଧ୍ୟରେ ଦିନ କାଟିବେ । ଆୟ ଉତ୍ତମ ରହିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଦୂର ଯାତ୍ରା ଶୁଭମୟ ହେବ ।

ବୃଷ ରାଶି

2/12
ବୃଷ ରାଶି

 ମନ ଅସ୍ଥିର ରହିବ । ଆୟା ବାଧାପ୍ରତ୍ତ ହେବ । ପଡୋଶୀ ମାନଙ୍କ ସହ ମନାନ୍ତର ହେଖା ଦେବ । କର୍ମ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ । ବ୍ୟବସାୟ ସ୍ୱଳ୍ପ ଲାଭ ହେବ ।

ମିଥୁନ ରାଶି

3/12
ମିଥୁନ ରାଶି

ପ୍ରତେକ କାର୍ଯ୍ୟ ରେ ପ୍ରାଧାନ୍ୟ ବିସ୍ତାର କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କର୍କଟ ରାଶି

4/12
କର୍କଟ ରାଶି

ମାନସିକ ଅବସାଦ ଦେଖା ଦେବ । ଶାରୀରିକ ଅସୁସ୍ଥତା ନେଇ ଡାକ୍ତରଙ୍କର ପରାମର୍ଶ ଲୋଡିବେ । ଆପଣଙ୍କ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ରାଜନିତି ବ୍ୟକ୍ତି ବିଶେଷ ନିନ୍ଦା ଅପବାଦର ଶିକାର ହେବେ ।

ସିଂହ ରାଶି

5/12
ସିଂହ ରାଶି

ମନୋବଳ ଟାଣ ରହିବ । ଯୋଜନା ଫଳପ୍ରସୁ ହେବ । ଦେହ ସୁସ୍ଥ ରହିବ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ ।

କନ୍ୟା ରାଶି

6/12
କନ୍ୟା ରାଶି

କର୍ମ କ୍ଷେତ୍ରରେ ଉଛାହ ସହ ସମତ୍ତ କାର୍ଯ୍ୟ କରିବେ । ଆୟ ଅପରିବତ୍ତିତ ରହିବ । ଦେହ ମନ ଭଲ ରହିବ । ପରିବାରରେ ହସ ଖୁସି ଲାଗି ରହିବ ।

ତୁଳା ରାଶି

7/12
ତୁଳା ରାଶି

ଶରୀର ସୁସ୍ଥ ରହିବ । ସଫଳତା ପ୍ରାପ୍ତି ପାଇଁ ଅଧିକ ପରିଶ୍ରମ କରନ୍ତୁ । ଆୟ ବ୍ୟୟ ସମାନ ରହିବ । କାର୍ଯ୍ୟାଳୟରେ ପ୍ରଶଂସିତ ହେବେ । ବ୍ୟବସାୟରେ ପୁଞି ନିବେଶ କରିବେ ।

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର

ବିଛା ରାଶି

8/12
ବିଛା ରାଶି

ଦିନଟି ଆପଣଙ୍କ ପାଇଁ ଶୁଭ ଆଶୁଭ ଫଳ ଦେବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁବାନ୍ଧବଙ୍କ ସହ ଦିନଟି କାଟିବେ । ଆୟ ଅପରିବତ୍ତିତ ରହିବ  । ଅପରାହ୍ନରେ ଦୂର ଯାତ୍ରା କରିବେ ।

ଧନୁ ରଶି

9/12
ଧନୁ ରଶି

ସ୍ୱାସ୍ଥ୍ୟ ଭଲ ରହିବ ନାହଁ । ମନ ଭାରାକ୍ରାନ୍ତ ରହିବ । ଆୟ ବାଧା ପ୍ରାତ୍ତ ହେବ । ପାରିବାରିକ ଜୀବନ ଶାନ୍ତରେ କଟିବ ।

ମକର ରାଶି

10/12
ମକର ରାଶି

ତରବରରେ କାର୍ଯ୍ୟ କରନ୍ତୁ ନାହଁ । ଆୟ ବ୍ୟୟ ସମାନ ରହିବ । ପଡୋଶୀଙ୍କ ସହ ମନାନ୍ତର ହେଖା ଦେବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ ।

କୁମ୍ଭ ରାଶି

11/12
କୁମ୍ଭ ରାଶି

ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । ଦୂର ଯାତ୍ରା ସଫଳ ହେବ । ପଡୋଶୀ ମାନଙ୍କ ସହ ମଧୁରତା ହେଖା ଦେବ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ଶାନ୍ତ ରେ କଟିବ ।

ମୀନ ରାଶି

12/12
ମୀନ ରାଶି

ମନ ଉଦାସ ରହିବ । କାର୍ଯ୍ୟ ସଂପାଦନରେ ବିଳମ୍ବ ହେବ । ଆୟ ବାଧା ପ୍ରାପ୍ତ ହେବ ।ପାରିବାରିକ ଜୀବନ ଅଶାନ୍ତ ରେ କଟିବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେଖାଦେବ ।