Advertisement
Photo Details/zeeodisha/odisha2423564
photoDetails0hindi

Naga Sadhus: କିପରି ହୋଇଥାନ୍ତି ମହିଳା ନାଗାସାଧୁ, କେତେ କଷ୍ଟ ଦାୟକ ହୋଇଥାଏ ସେମାନଙ୍କ ଜୀବନ

Naga Sadhus: ନୂଆଦିଲ୍ଲୀ: ଭାରତ ହେଉଛି ସାଧୁସନ୍ଥମାନଙ୍କର ଦେଶ। ସେଠାରେ ଏକ ସମ୍ପ୍ରଦାୟ ଅଛି ଯେଉଁମାନେ ଉଲଗ୍ନ ଭାବେ ଜୀବନ ଅତିବାହିତ କରିଥାଆନ୍ତି। ସେମାନଙ୍କୁ ନାଗା ସାଧୁ କୁହାଯାଏ। ଯେପରି ପୁରୁଷ ନାଗା ସାଧୁ ଅଛନ୍ତି, ସେଠାରେ ମହିଳା ନାଗା ସାଧୁ ମଧ୍ୟ ଅଛନ୍ତି। ଜାଣନ୍ତୁ ନାଗା ସାଧୁ କିପରି ହୋଇଥାଆନ୍ତି, ସେମାନଙ୍କର ଇତିହାସ କ’ଣ ଏବଂ ସେମାନଙ୍କ ଜୀବନ କ’ଣ ଆସନ୍ତୁ ଜାଣିବା...

1/7

ଭାରତୀୟ ସନାତନ ଧର୍ମର ବର୍ତ୍ତମାନର ରୂପର ମୂଳଦୁଆ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଯେତେବେଳେ ଭାରତର ଧନ ଲୋଭରୁ ଅନେକ ଆକ୍ରମଣକାରୀ ଭାରତକୁ ଆସୁଥିଲେ, ସେତେବେଳେ ଶଙ୍କରାଚାର୍ଯ୍ୟ ସନାତନ ଧର୍ମ ପ୍ରତିଷ୍ଠା ପାଇଁ ଅନେକ ପଦକ୍ଷେପ ନେଇଥିଲେ, ସେଥିମଧ୍ୟରୁ ଦେଶର ୪ଟି ଦିଗରେ ୪ଟି ପୀଠ ନିର୍ମାଣ କରାଯାଇଥିଲା।

Also Read: ଆପଣଙ୍କ ନିକଟରେ ଦେଖା ଯାଉଛି କି ଏ ସବୁ ଲକ୍ଷଣ, ହୋଇପାରେ ହୃଦଘାତ

2/7

ଏହା ସହିତ ମଠ ମନ୍ଦିରର ସମ୍ପତ୍ତିକୁ ଲୁଟ କରିବା ତଥା ଶ୍ରଦ୍ଧାଳୁଙ୍କୁ ସଂକଟରେ ପକାଉଥିବା ଦୁର୍ବୃତ୍ତଙ୍କ ସାମ୍ନା କରିବା ପାଇଁ ସଶସ୍ତ୍ର ଶାଖାରେ ଆଖଡ଼ା ସ୍ଥଳମାନ ସ୍ଥାପନା କରାଯାଇଥିଲା। ଏଥିରେ କିଛି ନାଗାସାଧୁମାନେ ରହୁଥିଲେ। 

Also Read: Waist Pain: ଅଣ୍ଟା ବିନ୍ଧା ରୋଗରେ ପୀଡିତ କି, କରନ୍ତୁ ଏହି କାମ ଆଉ ଚୁଟକିରେ ପାଆନ୍ତୁ ମୁକ୍ତି

3/7

ଏହି ଆଖଡ଼ାରେ ପୁରୁଷ ନାଗା ସାଧୁ ଭଳି ମହିଳା ନାଗା ସାଧୁମାନେ ମଧ୍ୟ ରହୁଥିଲେ। ନାଗା ସାଧୁଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ ଓ କଠିନ ହୋଇଥାଏ। ଏମାନଙ୍କୁ ବର୍ଷ ବର୍ଷ ଧରି ତପସ୍ୟା କରିବାକୁ ହେଉଛି। ବ୍ରହ୍ମଚର୍ଯ୍ୟାର ପାଳନ କରିବାକୁ ହୋଇଥାଏ। ଏହାସହିତ କଠିନ ପରିସ୍ଥିତି ଦେଇ ଜୀବନ ଅତବାହିତ କରିବାକୁ ହୋଇତାଏ। 

Watch Video: Vilian Odia Movie: ଭିଲିଆନ ରିଲିଜ ପୂର୍ବରୁ ଭାଇରାଲ ହେଲା ଅର୍ଦ୍ଧେନ୍ଦୁଙ୍କର ଏହି ଦମଦାର ଭିଡିଓ

4/7

ସାଂସାରିକ ଜୀବନକୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ ଦେବାକୁ ହୋଇଥାଏ। ବଞ୍ଚି ଥାଉ ଥାଉ ସେମାନେ ପିଣ୍ଡଦାନ କରିଦେଇଥାଆନ୍ତି। ଲଣ୍ଡା ହୋଇ ଜୀବନ ଅତିବାହିତ କରିଥାଆନ୍ତି। ଲଣ୍ଡା ହେବା ପରେ ଗୁରୁ ତାଙ୍କୁ ନାଗା ସାଧୁଭାବେ ଦିକ୍ଷା ଦେଇଥାଆନ୍ତି। 

Watch Video: Lion Viral Video: ଯେବେ ପେଟ୍ରୋଲ ପମ୍ପରେ ସିହଂ ସହିତ ହେଲା ମୁହାଁମୁହିଁ, ଦେଖନ୍ତୁ ଭିଡିଓ

5/7

ମହିଳା ନାଗା ସାଧୁ ସମାଜ ଠାରୁ ବହୁ ଦୂରରେ ଜଙ୍ଗଲ ମଧ୍ୟରେ ଅବସ୍ଥାନ କରିଥାଆନ୍ତି। ଜଙ୍ଗଲ, ଗୁମ୍ଫା, ପାହାଡ଼, ଆଦି ସ୍ଥାନରେ ଅବସ୍ଥାନ କରିଥାଆନ୍ତି। କେବଳ କୁମ୍ଭ ସମୟରେ ସର୍ବସାଧାରଣ ସ୍ଥାନକୁ ଆସିଯାଇଥାଆନ୍ତି। 

Also Read: EPFO News: ୭୮ ଲକ୍ଷ ପେନସନଧାରୀଙ୍କୁ ଖୁସିଖବର ଦେଲେ ସରକାର, ଏବେ ଯେକୌଣସି ବ୍ୟାଙ୍କରୁ ଉଠାଇପାରିବେ ଟଙ୍କା

6/7

ଏଭଳି ସ୍ଥଳେ ସ୍ୱତଃଭାବେ ପ୍ରଶ୍ନ ଆସେ କି ମହିଳା ନାଗା ସାଧୁ, ପୁରୁଷ ନାଗା ସାଧୁଙ୍କ ଭଳି ଉଲଗ୍ନ ଅବସ୍ଥାରେ ରହିଥାଆନ୍ତି କି। କିନ୍ତୁ ଏଭଳି କିଛି ହୋଇ ନଥାଆନ୍ତି। ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧି ଜୀବନ ଅତିବାହିତ କରିଥାଆନ୍ତି। 

Also Read: September Horoscope: ଗଣପତିଙ୍କ ଆଶିର୍ବାଦରୁ ସେପ୍ଟେମ୍ବର ମାସରେ ଚମକିବାକୁ ଯାଉଛି ଏହି ସବୁରାଶିର ଭାଗ୍ୟ

7/7

ମହିଳା ନାଗା ସାଧୁ ଦିକ୍ଷା ନେପା ପୂର୍ବରୁ, ସେମାନେ ଭବିଷ୍ୟତରେ ଏହି କଠିନ ପଥରେ ଚାଲିବାକୁ ସକ୍ଷମ ହେବେ କି ନାହିଁ ତାହା ପ୍ରତ୍ୟେକ ଦିଗ ଉପରେ ମୂଲ୍ୟାଙ୍କନ କରାଯାଏ।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

Also Read: Lord Ganesh Favorite Zodiac Sign: ଏହି ପାଞ୍ଚ ରାଶି ଉପରେ ସର୍ବଦା ଆଶିର୍ବାଦ ଢାଳି ଥାଆନ୍ତି ଗଣପତି, କ୍ୟାରିୟରରେ ଉନ୍ନତି ସହିତ ବ୍ୟବସାୟରେ ହୋଇଥାଏ...