Lucky Zodiac Sign: ଅଗଷ୍ଟ ୧ରେ ହର୍ଷଣ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Published: Jul 31, 2024, 08:32 PM IST|Updated: Jul 31, 2024, 08:32 PM IST

Top 5 Lucky Zodiac Sign, 01 August 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Top 5 Lucky Zodiac Sign, 1st August 2024: ଆଜି ଅଗଷ୍ଟ ୧ ଗୁରୁବାର। ଆଜି ଚନ୍ଦ୍ର ବୁଧ ଗ୍ରହର ରାଶି ମିଥୁନକୁ ସଂଚାର କରିବେ। ଏହା ସହିତ ଆଜି ଶ୍ରାବଣ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ଆଜି ଏକ ସଂଗେ ହର୍ଷଣ ଯୋଗ, ଲକ୍ଷ୍ମୀନାରାୟଣ ଯୋଗ ଓ ମୃଗଶିରା ନକ୍ଷତ୍ର ଶୁଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି ଶୁଭ ସଂଯୋଗ ଫଳରେ ୫ଟି ରାଶିକୁ ଧନ ସହିତ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି। ଏହି ୫ ରାଶିଙ୍କ ପାଇଁ ସମସ୍ତ ପ୍ରକାରର ଆୟର ରାସ୍ତା ଖୋଲିବ। ମାଲେମାଲ ହେବେ ଏହି ୫ ରାଶି।