PM Modi: ପୁରୀରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’। ମରିଚିକୋଟ ଛକରରୁ ଶ୍ରୀ ମୋଦୀଙ୍କ ରୋଡ ଶୋ’ ଆରମ୍ଭ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାଇଛି। । ନିର୍ବାଚନ ପର୍ବରେ ସାମିଲ୍ ହୋଇଥିବା ପୁରୀର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୭ ବିଧାନସଭା ଆସନ ଲାଗି ସେ ପ୍ରଚାର କରିବେ।

1/6ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
2/6ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ଯରେ ମନ୍ଦିର ଯାଇ ଜଗା ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
3/6ବେଦ ପାଠସହ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା।ପ୍ରଥମେ ବେଶ ପୂର୍ବରୁ ଅରୁଣସ୍ତମ୍ଭ ନିକଟରେ ଦୀପଦାନ କରିବା ପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି
4/6ପରେ ମରିଚିକୋଟ ଛକରରୁ ଶ୍ରୀ ମୋଦୀଙ୍କ ରୋଡ ଶୋ’ ଆରମ୍ଭ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାଇଛି। । ନିର୍ବାଚନ ପର୍ବରେ ସାମିଲ୍ ହୋଇଥିବା ପୁରୀର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୭ ବିଧାନସଭା ଆସନ ଲାଗି ସେ ପ୍ରଚାର କରିବେ।
5/6ନିର୍ବାଚନ ପର୍ବରେ ସାମିଲ୍ ହୋଇଥିବା ପୁରୀର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୭ ବିଧାନସଭା ଆସନ ଲାଗି ସେ ପ୍ରଚାର କରିବେ।
6/6ରୋଡ୍ ଶୋକୁ ଦେଖିବାକୁ ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ଅପେକ୍ଷା କରିଛନ୍ତି। ପୁରୀର ସ୍ଥାନୀୟ ସଂସ୍କୃତି ଓ ଲୋକନୃତ୍ୟ, ଲୋକବାଦ୍ୟ, ଲୋକସଙ୍ଗୀତକୁ ଏଠାରେ ପ୍ରଦର୍ଶନ କରାଯାଇଛି।