Health Tips: ପୁରୁଷଙ୍କଠାରେ ସବୁଠୁ ଅଧିକ ହୋଇଥାଏ ଏହି କ୍ୟାନସର, ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିରୋଧକ

Written ByZee Odisha Desk
Published: Feb 18, 2024, 10:30 PM IST|Updated: Feb 18, 2024, 10:32 PM IST

Prostate Cancer: କ୍ୟାନସର ରୋଗର ନାମ ଶୁଣିଲେ ସମସ୍ତ ଲୋକଙ୍କ ହାର୍ଟବିଟ୍ ବଢ଼ିଯାଏ। ପୁରୁଷମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ହେଉଛି ପ୍ରୋଷ୍ଟେଟ କ୍ୟାନସର। ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି।