Advertisement
Photo Details/zeeodisha/odisha1652695
photoDetails0hindi

Rashmika Mandanna New Look: ଫ୍ୟାନ୍ସଙ୍କୁ ପାଗଳ କରୁଛି ରଶ୍ମିକାଙ୍କ ଏହି ଲୁକ୍, ଆପଣ ବି ଦେଖିନିଅନ୍ତୁ ଫଟୋ

Rashmika Mandanna New Look: ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଆଜିକାଲି ନିଜର ନୂଆ ଫଟୋ ସହିତ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହୁଛନ୍ତି। ଏକଥା ସମସ୍ତେ ଜାଣନ୍ତି ଯେ, ରଶ୍ମିକା ଦେଶର ଏକ ଜଣାଶୁଣା ଅଭିନେତ୍ରୀ । ସାଉଥ ଫିଲ୍ମ ସହ ବଲିଉଡ ଫିଲ୍ମରେ ନିଜର ଜଲୱା ଦେଖାଇଛନ୍ତି ରଶ୍ମିକା । ରଶ୍ମିକାଙ୍କ ଲୁକସ ପାଇଁ ଫ୍ୟାନ୍ସ ସର୍ବଦା ଚାତକ ପରି ଚାହିଁବସିଥାନ୍ତି । ତାଙ୍କ ଲୁକ୍ସ ସହ ତାଙ୍କ ଏକ୍ସପ୍ରେସନ ପାଇଁ ରଶ୍ମିକାଙ୍କୁ ନ୍ୟାସନାଲ କ୍ରସର ଆଖ୍ୟା ବି ଦିଆଯାଇଛି। 

1/5

ରଶ୍ମିକା ମନ୍ଦାନା ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ । ସାଉଥ ବ୍ୟତୀତ ସେ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ରଶ୍ମିକାଙ୍କୁ ନ୍ୟାସନାଲ କ୍ରସ୍ ବୋଲି କୁହାଯାଏ । 

2/5

ରଶ୍ମିକା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରହିଥାନ୍ତି । ସେ ପ୍ରତିଦିନ ଇନଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରିଥାନ୍ତି। 

3/5

ବର୍ତ୍ତମାନ ସେ ତାଙ୍କ ଇନଷ୍ଟାରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଲୁକ୍ ବହୁତ ଅଲଗା ଦିଶୁଛି। ସେୟାର ହୋଇଥିବା ଫଟୋ ଗୁଡ଼ିକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି । 

4/5

ରଶ୍ମିକା ଫଟୋରେ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ପ୍ରଶଂସକମାନେ ତାଙ୍କ ଫଟୋରେ ବହୁତ ଭଲ ରେସପନ୍ସ ଦେଉଛନ୍ତି । ସୋସିଆଲ ମିଡିଆରେ ରଶ୍ମିକାଙ୍କ ଲୁକକୁ ବହୁତ ପ୍ରଶଂସା କରାଯାଉଛି।

5/5

ରଶ୍ମିକାଙ୍କ ଏହି ସମସ୍ତ ଫଟୋ ସୋସିଆଲ ମିଡିଆରେ ଭୟଙ୍କର ଭାବରେ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀଙ୍କ ଏହି ଫଟୋ ଦେଖିବା ପରେ ପ୍ରଶଂସକମାନଙ୍କ ହାର୍ଟବିଟ୍ ବଢିଯାଇଛି।