Rashmika Mandanna News

alt
ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରଶ୍ମିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ଦେଖି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ମନ୍ଦାନା ସୁରକ୍ଷିତ ଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାନୁସାରେ ଅଭିନେତ୍ରୀ ବସି ଯାତ୍ରା କରୁଥିବା ବିମାନ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। କିନ୍ତୁ ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରା ଯାଇଥିଲା। ସୌଭାଗ୍ୟବଶତଃ ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କେହି ଆହତ ହୋଇନାହାଁନ୍ତି। ଏକ ଫଟୋକୁ ସେୟାର କରି ରଶ୍ମିକା ଲେଖିଛନ୍ତି, ‘କେବଳ ଏକ ସୂଚନା ଯେ ଏଭଳି ଭାବେ ଆମେ ମୃତ୍ୟୁମୁଖରୁ ରକ୍ଷା ପାଇଛୁ ..।.’ ଅଭିନେତ୍ରୀ ଶ୍ରଦ୍ଧା ମଧ୍ୟ ରଶ୍ମିକାଙ୍କ ସ
Feb 18,2024, 19:39 PM IST
Read More

Trending news