Advertisement
Photo Details/zeeodisha/odisha1570064
photoDetails0hindi

Face Wash Tips: ଅତ୍ୟଧିକ ମୁହଁ ଧୋଇଲେ ହୋଇଥାଏ ଏସବୁ କ୍ଷତି

କେତେକ ଲୋକଙ୍କୁ ବାରମ୍ବାର ମୁହଁ ଧୋଇବାକୁ ଭଲ ଲାଗିଥାଏ । ଆଉ କିଛି ଲୋକ ନିଜକୁ ଫ୍ରେସ ରଖିବାକୁ ବାରମ୍ବାର ମୁହଁ ସଫା କରିଥାଆନ୍ତି । ତେବେ ଯଦି ଆପଣ ଦୀର୍ଘ ଦିନରୁ ଏପରି କରିଆସୁଛନ୍ତି ତାହାଲେ ଆପଣଙ୍କ ସୁନ୍ଦରତା କିମିବା ନେଇ ଆଶଙ୍କା ରହିଛି ।

1/5

ବାରମ୍ବାର ମୁହଁ ସଫା କରିବା ଦ୍ୱାରା ଚର୍ମରେ ଥିବା ପ୍ରାକୃତିକ ଆର୍ଦ୍ରତା କମିଯାଏ, ଚର୍ମରେ ଥିବା ସେବମ୍ ମଧ୍ୟ କମି ହୋଇଥାଏ ।

2/5

ଯଦି ଆପଣ ମୁହଁକୁ ବାରମ୍ବାର ଧୋଉଛନ୍ତି ବା ଦୀର୍ଘ ସମୟ ଧରି ସ୍କ୍ରବ କରୁଛନ୍ତି ତାହାଲେ ଏପରି କରନ୍ତୁ ନାହିଁ । ଏପରି କରିବା ଦ୍ବାରା ଆପଣଙ୍କ ମୁହଁର କୋମଳତା କମିବା ସହ ଚର୍ମ ଟାଣ ହେବାକୁ ଲାଗିଥାଏ ।

 

3/5

ମୁହଁକୁ ବାରମ୍ବାର ଧୋଇବା ଦ୍ୱାରା ଚର୍ମ କୋଷଗୁଡି଼କ ପ୍ରଭାବିତ ହୋଇଥାଏ ଫଳରେ ଡ୍ରାଏନେସ ବଢିବା ସହ ଚେହେରାର ପ୍ରାକୃତିକ ତେଲ ମଧ୍ୟ କମ୍ ହୋଇଥାଏ ।

4/5

ବାରମ୍ବାର ମୁହଁକୁ ଧୋଇବା ଦ୍ବାରା ମୁହଁରେ ଲିଙ୍କଲସ୍ ଆସିବା ସହ ପିଏଚ ଲେବଲ ମଧ୍ଯ ପ୍ରଭାବିତ ହୋଇଥାଏ ।

 

5/5

ଗୋଟିଏ ଦିନରେ ପ୍ରାୟ ଦୁଇଥର ମୁହଁ ଧୋଇବା ଉଚିତ୍ । ଏହା କରିବା ଦ୍ବାରା ଚେହେରାରେ ଚମକ ବଜାଇ ରହିଥାଏ । ପଏଚ ଲେବୁଲ( PH) ପ୍ରଭାବିତ ହୋଇନଥାଏ । ସକାଳୁ ଶୋଇକି ଉଠିବା ପରେ ମୁହଁ ଧୋଇ ଦିଅନ୍ତୁ ଓ ଏହାପରେ ଶୋଇବା ପୂର୍ବରୁ ଆଉଥରେ ମୁହଁ ଧୋଇକି ଶୁଅନ୍ତୁ ।