Today Odia horoscope : ସପ୍ତାହର ପ୍ରଥମ ଦିନରେ ମହାଦେବଙ୍କ କୃପାରୁ ଚମକିବ ଏହି ସବୁ ରାଶି

Published: Jul 21, 2024, 08:06 PM IST|Updated: Jul 21, 2024, 08:06 PM IST

Horoscope 22th july: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୨୨ ହେଉଛି ସୋମବାର। ଏହା ସହିତ ଶ୍ରାବଣ ମାସର ପ୍ରଥମ ଦିନ। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...