Advertisement
Photo Details/zeeodisha/odisha1683923
photoDetails0hindi

World laughter day 2023: "ବିଶ୍ବ ହାସ୍ୟ ଦିବସ"ରେ ଜାଣନ୍ତୁ, ହସିବାର ୫ଟି ଜବରଦସ୍ତ ଫାଇଦା...

World laughter day 2023: ହସିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ। ଉଦାସୀନତା ପାଇଁ ଏହା ଏକ ଟନିକ୍ ଭାବେ କାମ କରିଥାଏ । ପ୍ରତିବର୍ଷ ମେ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ଭାବେ ପାଳନ କରାଯାଏ । ହସିବା ଶରୀର ପାଇଁ କେତେ ଲାଭଦାୟୀ ଆସନ୍ତୁ ଜାଣିବା ।

1/5

ଅଧିକ ହସିବାର ପ୍ରଭାବ ସିଧାସଳଖ ନିଦ ଉପରେ ପଡ଼ିଥାଏ । ହସିବା ଦ୍ବାରା ଶରୀରରେ ମେଲାଟୋନିନ୍ ହରମୋନ୍ ଉତ୍ପାଦନ ହୋଇଥାଏ, ଯାହା ଫଳରେ ରାତିରେ ଆରାମଦାୟକ ନିଦ ହୋଇଥାଏ ।

2/5

ହସିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ଫଳରେ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।

3/5

ଯେଉଁ ମାନେ ଅଧିକ ହସନ୍ତି ସେମାନଙ୍କଠାରେ ହୃଦଘାତ ହେବାର ଆଶଙ୍କା କମ୍ ଦେଖାଦେଇଥାଏ ।

4/5

ଯେଉଁ ଲୋକ ମାନେ କମ୍ ହସନ୍ତି ସେମାନଙ୍କଠାରେ ମେଦବହୁଳତାର ଆଶଙ୍କା ବହୁତ ଅଧିକ ଦେଖାଦେଇଥାଏ । ହସିବା ମାନସିକ ଚାପକୁ ମଧ୍ଯ ହ୍ରାସ କରିଥାଏ ।

5/5

ହସିବା ଦ୍ବାରା ଉର୍ଜାର ବିସ୍ତାର ହୋଇଥାଏ, ଯାହା ଆତ୍ମବିଶ୍ବାସକୁ ବଢାଇଥାଏ ।