Advertisement
Photo Details/zeeodisha/odisha1137574
photoDetails0hindi

ମସ୍ତି ମୁଡରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ମଞ୍ଚରେ କଲେ ଦମଦାର ଡ୍ୟାନ୍ସ

ଦୁବାଇ ଏକ୍ସପୋରେ ନାଚିଲେ କେନ୍ଦ୍ର ମନ୍ତ୍ରୀ ଓ ବଲିଉଡ ଷ୍ଟାର। ଯାହାର ଫଟୋ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

1/6

Dubai Expoରେ ଯୋଗ ଦେବାକୁ ଦରିଆ ପାରି ଯାଇଛନ୍ତି କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର। 

2/6

ବାଜିରାଓ ମସ୍ତାନୀ (Bajirao Mastani) ଫିଲ୍ମର ମଲ୍ହାରୀ (Malhari) ଗୀତର ତାଳେ ତାଳେ ଅଭିନେତା ରଣବୀର ସିଂଙ୍କ ସହ ନାଚିଲେ ମନ୍ତ୍ରୀ ଅନୁରାଗ ଠାକୁର। 

3/6

ପ୍ରଥମେ ପ୍ରଥମେ ନାଚିବା ପାଇଁ କେନ୍ଦ୍ରମନ୍ତ୍ରୀ ପଛଘୁଞ୍ଚା ଦେଇଥିଲେ ଏବଂ ପରେ ସେ ରଣବୀରଙ୍କ ସହ ହୁକ୍ ଷ୍ଟେପ୍ କପି କରିଥିଲେ। 

4/6

ଅନୁରାଗ ଠାକୁରଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଡ୍ୟାନ୍ସ ଭିଡିଓ ସେୟାର କରାଯାଇଛି।

5/6

ନିକଟରେ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦୌଡି ଡିଆଁ ଭିଡିଓ ଭାଇରାଲ ହୋଇଥିଲା।

6/6

NRC/CAA ଆନ୍ଦୋଳନ ସମୟରେ 'ଦେଶ କେ ଗଦ୍ଦାରୋ କୋ, ଗୋଲି ମାରୋ ** କୋ' ନାରା ପାଇଁ ଅନୁରାଗ ଠାକୁର ବିବାଦକୁ ଆସିଥିଲେ।