Congress News: କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ଏହି ବଡ଼ ନେତା

ରାଞ୍ଚି: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଉ କିଛି ଦିନ ବାକି ଅଛି। ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ନେତା ନିଜ ଦଳ ଛାଡି ଅନ୍ୟ ଦଳରେ ମିଶୁଛନ୍ତି। ଝାଡଖଣ୍ଡର ଏକମାତ୍ର କଂଗ୍ରେସ ସାଂସଦ ଗୀତା କୋଡା ମଧ୍ୟ କଂଗ୍ରେସ ଛାଡିଛନ୍ତି। ରାଜ୍ୟ ୟୁନିଟ୍ ମୁଖ୍ୟ ବାବୁଲାଲ ମାରାଣ୍ଡିଙ୍କ ଉପସ୍

Congress News: କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ଏହି ବଡ଼ ନେତା

About the Author