୩୫ରୁ ୩୦ ଆସନରେ ବିଜେଡି: ସସ୍ମିତ

ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଇଥିଲା। ଏହି ସଂସଦୀୟ ନିର୍ବାନ ମଣ୍ଡଳୀଗୁଡ଼ିକ ହେଉଛି ସୁନ୍ଦରଗଡ଼, ଆସ୍କା, କନ୍ଧମାଳ, ବରଗଡ଼ ଏବଂ ବଲାଙ୍ଗୀର। ଏଥିରେ ଭଲ ପ୍ରଦାର୍ଶନ କରିଛି ବୋଲି କହିଥିଲେ ମଧ୍ୟ ଦଳ କେତେ ଆସନ ଜିତିବ ତାହା କହି ନାହାନ୍ତି ସସ୍ମିତ।

୩୫ରୁ ୩୦ ଆସନରେ ବିଜେଡି: ସସ୍ମିତ

About the Author