ମା’ ଭଗବତୀଙ୍କ ପୀଠରୁ ପ୍ରଚାର ଆରମ୍ଭ କଲେ ଏହି ପ୍ରାର୍ଥୀ
Advertisement
Article Detail0/zeeodisha/odisha2218220

ମା’ ଭଗବତୀଙ୍କ ପୀଠରୁ ପ୍ରଚାର ଆରମ୍ଭ କଲେ ଏହି ପ୍ରାର୍ଥୀ

Odisha Politics: BJD ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ତାଙ୍କର ଶହ ଶହ ସମର୍ଥକମାନଙ୍କ ସହିତ ଆଜି ବାଣପୁରଠାରେ ଅଧିଷ୍ଠିତ ମା’ ଭଗବତୀଙ୍କ ପୀଠକୁ ଯାଇ ତାଙ୍କ ଆଶୀର୍ବାଦ ଭିକ୍ଷା କରି ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ନିର୍ବାଚନ ପ୍ରଚୀର ଅଭିଯାନ ଆରମ୍ଭ କରିଛନ୍ତି। 

ମା’ ଭଗବତୀଙ୍କ ପୀଠରୁ ପ୍ରଚାର ଆରମ୍ଭ କଲେ ଏହି ପ୍ରାର୍ଥୀ

ବାଣପୁର: ବିଜୁ ଜନତା ଦଳ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ତାଙ୍କର ଶହ ଶହ ସମର୍ଥକମାନଙ୍କ ସହିତ ଆଜି ବାଣପୁରଠାରେ ଅଧିଷ୍ଠିତ ମା’ ଭଗବତୀଙ୍କ ପୀଠକୁ ଯାଇ ତାଙ୍କ ଆଶୀର୍ବାଦ ଭିକ୍ଷା କରି ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ନିର୍ବାଚନ ପ୍ରଚୀର ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ସହିତ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକ, ରାଜ୍ୟସଭା ସାାଂସଦ ମାନସ ମଙ୍ଗରାଜ, ରାଜ୍ୟସଭା ସାାଂସଦ ସୁଭାଶିଷ ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର ମାନସିଂହ ପ୍ରମୁଖଙ୍କ ସହିତ ବିଜୁ ଜନତା ଦଳର ଚିଲିକା ନିର୍ବାଚନ ମଣ୍ଡଳୀ ନିର୍ବାଚିତ ପ୍ରତିନିଧି ଏବାଂ କମଥକର୍ତ୍ତା ମାନେ ଉପସ୍ଥିତ ଥିଲେ।

ପରେ ଆୟୋଜନ କରାଯାଇଥିବା ଏକ ସମ୍ମିଳନୀରର ଉପସ୍ଥିତ ବିଜୁ ଜନତା ଦଳର ସମସ୍ତ ନେତୃ ବୃନ୍ଦ ତଥା କର୍ମକର୍ତ୍ତାମାନେ ଆଗାମୀ ନିର୍ବାଚନର ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଏବଂ ପୁରୀ ସାାଂସଦ ପ୍ରାର୍ଥୀ ଅରୂପ ପଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜିତାଇବା ପାଇଁ ସଂକଳ୍ପ ରନଇ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଥିଲେ ।

Also Read- Ram Mandir: ଅଯୋଧ୍ୟା ରାମ ମନ୍ଦିରରେ ବଡ଼ ପରିବର୍ତ୍ତନ, ପ୍ରଭୁଙ୍କ ସାଥିରେ ରହିବେ ଏହି ପ୍ରତିମା

Also Read- Rashifal 24 April 2024: କେମିତି କଟିବ ବୁଧବାର ? ଜାଣନ୍ତୁ ୧୨ରାଶିର ଭାଗ୍ୟଫଳ