BJD: ଇସ୍ତଫା ପରେ ଜିଲ୍ଲା ସଭାପତି: ସିମୁଳିଆ ବିଧାୟକଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି

୧ ତାରିଖରେ ଭୋଟ ଦେବାକୁ ଯାଉଥିବା ସିମୁଳିଆରେ ତାଙ୍କ ଇସ୍ତଫା ବଡ଼ ଧରଣର ପ୍ରଭାବ ପକାଇବ ବୋଲି ଆଶଙ୍କା ହୋଇଥିଲା। ଏପରିକି ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।

BJD: ଇସ୍ତଫା ପରେ ଜିଲ୍ଲା ସଭାପତି: ସିମୁଳିଆ ବିଧାୟକଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି

About the Author