ଚଳିତ ବର୍ଷ ଦେଶର ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ପ୍ରଭୃତ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗିରେ କେଉଁ ଦଳ ପାଇବ କେତେ ଆସନ ତାହାର Exit Poll ବିଭିନ୍ନ ଗଣମାଧ୍ୟମ ଏବଂ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇଛି।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ପ୍ରଭୃତ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଶେଷ ହୋଇଯାଇଛି ଭୋଟ ଗ୍ରହଣ। ଏହି ନିର୍ବାଚନରେ କେଉଁ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ ତାହାର Exit Poll ବିଭିନ୍ନ ଗଣମାଧ୍ୟମ ଏବଂ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇଛି। ଏହିକ୍ରମରେ ୨୦୨୨ ବିଧାନସଭା ନିର୍ବାଚନକୁ ନେଇ Zee News ପକ୍ଷରୁ ପ୍ରକାଶ ପାଇଛି Exit Poll। ଜାଣନ୍ତୁ କେଉଁ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?
ଉତ୍ତର ପ୍ରଦେଶ
ମୋଟ ୪୦୩ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୧୦ ତାରିଖରୁ ୩ ମାର୍ଚ୍ଚ ମଧ୍ୟରେ ମୋଟ ୭ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୨୦୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ
ପଞ୍ଜାବ
ମୋଟ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୨୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୫୯ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?
ପଞ୍ଜାବ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ
ଉତ୍ତରାଖଣ୍ଡ
ମୋଟ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୧୪ ତାରିଖ ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୩୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?
ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ
ମଣିପୁର
ମୋଟ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନ ଲାଗି ୨ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ
କେଉଁ ଦଳ ପାଇବ କେତେ ଆସନ?
ମଣିପୁର ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ
ଗୋଆ
ମୋଟ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୧୪ ତାରିଖ ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?
ଗୋଆ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ