ହିମାଚଳ କଂଗ୍ରେସ ସରକାର ଉପରେ ସଙ୍କଟ, ଜୟରାମ ଠାକୁରଙ୍କ ସମେତ ୧୫ ଜଣ BJP ବିଧାୟକ ହେଲେ ନିଲମ୍ୱିତ

Himachal Congress Crisis: କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି। ଏହି ଘଟଣାର ୬ଜଣ କଂଗ୍ରେସ ବିଧାୟକ ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସପକ୍ଷରେ ଭୋଟ୍ ଦେବା ପରେ ଆରମ୍ଭ ହୋଇଥିଲା।

ହିମାଚଳ କଂଗ୍ରେସ ସରକାର ଉପରେ ସଙ୍କଟ, ଜୟରାମ ଠାକୁରଙ୍କ ସମେତ ୧୫ ଜଣ BJP ବିଧାୟକ ହେଲେ ନିଲମ୍ୱିତ
Image Credit: Himachal Congress Crisis

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More