Jharkhand Political Crisis: ରାଷ୍ଟ୍ରପତିଙ୍କ ଶାସନ ନାଁ ଅପରେସନ୍ ଲୋଟସ୍? କ'ଣ ହେବ ସ୍ଥିତି?

Jharkhand Political Crisis Update: ସରକାର ଗଠନ କରିବାକୁ ଦାବି ଜଣାଇବା ପରେ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଲାଗି ରାଜଭବନରୁ କୌଣସି ନିମନ୍ତ୍ରଣ ମିଳି ନାହିଁ। ରାଜ୍ୟର ରାଜନୈତିକ ସଂକଟ ଜାରି ରହିଥିବା ରାଜ୍ୟପାଳଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

 Jharkhand Political Crisis: ରାଷ୍ଟ୍ରପତିଙ୍କ ଶାସନ ନାଁ ଅପରେସନ୍ ଲୋଟସ୍? କ'ଣ ହେବ ସ୍ଥିତି?

About the Author