Protest against Price Hike: ଗୋଲବଜାର ଛକରେ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ ପକ୍ଷରୁ ପେଟ୍ରୋଲ୍, ଡିଜେଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୋଧରେ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ।
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେଡ଼ି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ପୋଲିସ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ବିଜେଡ଼ି ପକ୍ଷରୁ ଆଜି ପୁରୀ ଏସପି ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଏସପିଙ୍କୁ ଭେଟିଛି ବିଜେଡ଼ି ଟିମ୍। ପୁରୀ ସୁବାଷ ବୋଷ ଛକ ଠାରୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା, ପିପିଲି ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ବିଜେଡ଼ି ନେତା ଓ କର୍ମୀ ମାନେ ଏହି ଘେରାଉ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।
ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ...କଳା ଟି-ସାର୍ଟ ପିନ୍ଧି, ପ୍ଲା-କାର୍ଡ ଧରି ନାରାବାଜି କଲେ ବିଜେଡି ବିଧାୟକ #bjd #bjp #Odisha #OdishaNews #odishapolitics
BJD: କୌଣସି ପ୍ରାଥମିକ କୃଷି ସମବାୟ ସମିତିରେ ସାର ଆସିଥିବା ଖବର ମିଳୁଛି ସେତେବଳେ ରାତି ରାତି ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏପରିକି କେତେକ ସ୍ଥାନରେ ଚାଷୀ ଆଧାର କାର୍ଡ, ପଲ ଓ ସନ୍ତକ ରଖି ଧାଡ଼ି ଲଗାଉଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ଏବେ ଓଡ଼ିଶା ସରକାରଙ୍କ ପ୍ରକୃତ ଦୃଶ୍ୟକୁ ପଦାରେ ପକାଉଛି।
ଭୁବନେଶ୍ୱର: ଦିନେ ଶାସନ ଗାଦିରେ ବସିଥିବା ବିଜୁ ଜନତା ଦଳ ବା ବିଜେଡିର ଆଜି ଆକ୍ରାମକ ରୂପ ଦେଖିଛନ୍ତି ରାଜ୍ୟ ବାସୀ। ଲୋୟର ପିଏମଜିରେ ଆଜି ଜୋରଦାର ଆନ୍ଦୋଳନ କରିଛି ବିଜେଡି। ଫଳରେ ଆନ୍ଦୋଳନ ସ୍ଥଳରେ ଆଜି ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା।
ଭୁବନେଶ୍ୱର: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଏବେ ରାଜ୍ୟରେ ତୁମ୍ବିତୋଫାନ ଲାଗି ରହିଛି। ଆଜି ବିରୋଧି ବିଜୁ ଜନତା ଦଳ ୮ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡକରା ଦେଇଥିବା ବେଳେ ଆସନ୍ତା କାଲି କଂଗ୍ରେସ ଓଡ଼ିଶା ବନ୍ଦ ଡକରା ଦେଇଛି। ଏହି କ୍ରମରେ ବିଜୁ ଛାତ୍ର ଜନତା ଦଳ ସବୁ କଲେଜ କ୍ୟାମ୍ପସରେ ଆନ୍ଦୋଳନକୁ ଓହ୍ଲାଇବ। ଫଳରେ ବିଜେଡି ପକ୍ଷରୁ ର
ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ଆଜି ଗୃହରେ ହଙ୍ଗାମା କରିଛି ବିରୋଧୀ ବିଜୁ ଜନତା ଦଳ ବା ବିଜେଡି। ଏହା ସହିତ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି। ଏହା ସହିତ ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଗୃହରେ ହୋ ହଲ୍ଲା କରିଥିଲେ ବିଜେଡି ବିଧାୟକ । ବିଜେଡି ବିଧାୟକମାନେ କହିଛନ୍ତି କି ରାଜ୍ୟର ମୋଟ ଜନସଂଖ୍ୟାର ୯୪ ପ୍ରତିଶତ ହେଉଛନ୍
Bjd protest: ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକିଲେଣି। ସୁଭଦ୍ରାର ଏସଓପି ୯ ଥର ବଦଳିଲାଣି। ଆଳୁ ୬୦, ଡାଲି ୧୫୦। ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି ବିଜେଡି କହିଛି । ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳିରେ ପାଳନ କରିବ।
Rice Politics Bjd Protest Against Central Government । ତେଜୁଛି ଚାଉଳ ରାଜନୀତି; କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି
ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡିଶାର (Western Odisha) ଅନ୍ୟତମ ପୁରାତନ ତଥା ପ୍ରମୁଖ ରେଳ ଷ୍ଟେସନ ସମ୍ବଲପୁର ରୋଡ ଦୋହରିକରଣ ପାଇଁ ବନ୍ଦ ହେବାକୁ ଯାଉଛି। ଏକଦା ସାରା ଓଡ଼ିଶାର ଏକ ପ୍ରମୁଖ ରେଳ ଷ୍ଟେସନ ଭାବରେ ସମ୍ବଲପୁର ରୋଡ ଷ୍ଟେସନ ପରିଗଣିତ ହେଉଥିଲା।