Jharkhand Assembly Floor Test: ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

Champai Soren led Government Passed in Floor Test: ସୋମବାର ଝାଡ଼ଖଣ୍ଡ ବିଧାନସଭାରେ ହୋଇଥିବା ବହୁମତ ପରୀକ୍ଷାରେ ପାସ ହୋଇଛି ଜେଏମଏମ ନେତୃତ୍ୱାଧିନ ମହାମେଣ୍ଟ ସରକାର। ଏହି ପରୀକ୍ଷାରେ ଆବଶ୍ୟକୀୟ ବହୁମତ ଠାରୁ ମହାମେଣ୍ଟକୁ ଅଧିକ ୬ ଭୋଟ ମିଳିଥିଲା।

Jharkhand Assembly Floor Test: ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

About the Author