Dhamnagar Bypoll Results Live Update: ବାପାଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ, ବିଜେଡିର ଖେଳ ବିଗାଡି ଦେଲେ ରାଜୁ ଦାସ
Advertisement
Article Detail0/zeeodisha/odisha1427068

Dhamnagar Bypoll Results Live Update: ବାପାଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ, ବିଜେଡିର ଖେଳ ବିଗାଡି ଦେଲେ ରାଜୁ ଦାସ

Dhamnagar By election results 2022: ଗୁରୁବାରରେ ବିହାରର ଦୁଇଟି ସିଟ୍ ମୋକାମା ଓ ଗୋପାଲଗଞ୍ଜ, ମହାରାଷ୍ଟ୍ରର ଆନ୍ଧେରୀ ଇଷ୍ଟ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତର ପ୍ରଦେଶର ଗୋଲା ଗୋକର୍ଣ୍ଣନାଥ  ଓ ଓଡିଶାର ଧାମନଗରେ ମତଦାନ ହୋଇଥିଲା। 

Dhamnagar Bypoll Results Live Update: ବାପାଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ, ବିଜେଡିର ଖେଳ ବିଗାଡି ଦେଲେ ରାଜୁ ଦାସ
LIVE Blog

Dhamnagar By election results 2022: ଧାମନଗର ରାଜନୈତିକ ପଶାପାଲିରେ ବାଜି ମାରିନେଲା ବିଜେପି। ଗୁରୁବାରରେ ବିହାରର ଦୁଇଟି ସିଟ୍ ମୋକାମା ଓ ଗୋପାଲଗଞ୍ଜ, ମହାରାଷ୍ଟ୍ରର ଆନ୍ଧେରୀ ଇଷ୍ଟ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତର ପ୍ରଦେଶର ଗୋଲା ଗୋକର୍ଣ୍ଣନାଥ  ଓ ଓଡିଶାର ଧାମନଗରେ ମତଦାନ ହୋଇଥିଲା। ଭୋଟ ଗ୍ରହଣର ତିନି ଦିନ ପରେ ଆଜି ଭୋଟ ଗଣତି ସରିଛି। ୧୯ତମ ତଥା ଶେଷ ରାଉଣ୍ଡରେ ୬୦ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୯୮୦୨ ଭୋଟରେ ଆଗୁଆ। ଶେଷ ରାଉଣ୍ଡର ଗଣତି ପରେ ବିଜେପିର ବିଜୟ ପକ୍କା ହୋଇଯାଇଛି। ୨୦୧୯ ନିର୍ବାଚନରେ ସୂର୍ଯ୍ୟବଂଶୀ ସୁରଜଙ୍କ ବାପା ସ୍ୱର୍ଗତ ବିଷ୍ଣୁ ସେଠୀ ପ୍ରାୟ ୫୦୦୦ ଭୋଟରେ ସେତେବେଳର ବିଜେଡି ପ୍ରାର୍ଥୀ ରାଜୁ ଦାସଙ୍କ ପରାସ୍ତ କରିଥିଲେ।

06 November 2022
17:03 PM

୧୯ତମ ତଥା ଶେଷ ରାଉଣ୍ଡରେ ୬୦ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ। ମୋଟ ୯୮୦୨ ଭୋଟରେ ଆଗୁଆ।

ବିଜେଡି: ଅବନ୍ତୀ ଦାସ- ୭୦୨୮୮
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୮୦୦୯୦
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୩୫୩୩
ସ୍ୱାଧିନ: ରାଜେନ୍ଦ୍ର ଦାସ- ୮୧୨୨
ସ୍ୱାଧିନ: ପବିତ୍ର ମୋହନ ଦାସ- ୪୮୨
ନୋଟା: ୬୪୯

 

16:42 PM

୧୭ତମ ରାଉଣ୍ଡରେ ୮୫୩ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ। ମୋଟ ୮୮୨୫ ଭୋଟରେ ଆଗୁଆ।

ବିଜେଡି: ଅବନ୍ତୀ ଦାସ- ୬୬୪୧୪
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୭୫୨୩୯
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୩୧୭୫
ସ୍ୱାଧିନ: ରାଜେନ୍ଦ୍ର ଦାସ- ୭୮୮୮
ସ୍ୱାଧିନ: ପବିତ୍ର ମୋହନ ଦାସ- ୪୪୨
ନୋଟା: ୬୦୨

16:11 PM

ଷୋଡଶ ରାଉଣ୍ଡରେ ୩୦୯ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ। ମୋଟ ୭୯୭୨ ଭୋଟରେ ଆଗୁଆ।

ବିଜେଡି: ଅବନ୍ତୀ ଦାସ- ୬୨୯୭୪
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୭୦୯୪୬
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୩୦୧୯
ସ୍ୱାଧିନ: ରାଜେନ୍ଦ୍ର ଦାସ- ୭୫୭୭
ସ୍ୱାଧିନ: ପବିତ୍ର ମୋହନ ଦାସ- ୪୨୨
ନୋଟା: ୫୬୪

15:41 PM

ପଞ୍ଚଦଶ ରାଉଣ୍ଡରେ ୨ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ। ମୋଟ ୭୬୬୨ ଭୋଟରେ ଆଗୁଆ।

ବିଜେଡି: ଅବନ୍ତୀ ଦାସ- ୫୯୩୯୩
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୬୭୦୫୬
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୨୯୧୪
ସ୍ୱାଧିନ: ରାଜେନ୍ଦ୍ର ଦାସ- ୭୪୨୩
ସ୍ୱାଧିନ: ପବିତ୍ର ମୋହନ ଦାସ- ୩୯୭
ନୋଟା: ୫୩୯

15:08 PM

 

ତ୍ରେୟାଦଶ ରାଉଣ୍ଡରେ ୯୦୬ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ। ମୋଟ ୭୬୬୧ ଭୋଟରେ ଆଗୁଆ।

ବିଜେଡି: ଅବନ୍ତୀ ଦାସ- ୫୫୩୭୦
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୬୩୦୩୧
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୨୭୫୧
ସ୍ୱାଧିନ: ରାଜେନ୍ଦ୍ର ଦାସ- ୭୧୪୭
ସ୍ୱାଧିନ: ପବିତ୍ର ମୋହନ ଦାସ- ୩୭୮
ନୋଟା: ୫୧୦

14:57 PM

୧୪ତମ ରାଉଣ୍ଡ ସୁଦ୍ଧା ବିଜେପି ୭୬୬୧ ଭୋଟରେ ଆଗୁଆ।

14:44 PM

ତ୍ରେୟାଦଶ ରାଉଣ୍ଡରେ ୫୪୧ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ। ମୋଟ ୬୭୫୫ ଭୋଟରେ ଆଗୁଆ।

ବିଜେଡି: ଅବନ୍ତୀ ଦାସ- ୫୧୫୭୭
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୫୮୩୩୨
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୨୬୦୨
ସ୍ୱାଧିନ: ରାଜେନ୍ଦ୍ର ଦାସ- ୬୮୯୨
ସ୍ୱାଧିନ: ପବିତ୍ର ମୋହନ ଦାସ- ୩୪୭
ନୋଟା: ୪୭୯

14:30 PM

 

 

14:11 PM

ଦ୍ୱାଦଶ ରାଉଣ୍ଡରେ ମଧ୍ୟ ଆଗେଇଲା ବିଜେପି। 

ବିଜେଡି: ଅବନ୍ତୀ ଦାସ- ୪୮୩୫୮
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୫୪୫୭୨
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୨୨୦୦
ସ୍ୱାଧିନ: ରାଜେନ୍ଦ୍ର ଦାସ- ୬୫୦୫
ସ୍ୱାଧିନ: ପବିତ୍ର ମୋହନ ଦାସ- ୩୩୦
ନୋଟା: ୪୬୦

14:00 PM

ଏକାଦଶ ରାଉଣ୍ଡ ସୁଦ୍ଧା ୫୩୧୦ ଭୋଟରେ ଆଗୁଆ ସୂର୍ଯ୍ୟବଂଶୀ ସୁରଜ

ଏକାଦଶ ରାଉଣ୍ଡରେ ମଧ୍ୟ ଆଗେଇଲା ବିଜେଡି। 

ବିଜେଡି: ଅବନ୍ତୀ ଦାସ- ୪୪୪୮୪
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୪୯୭୯୪
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୨୦୪୬
ସ୍ୱାଧିନ: ରାଜେନ୍ଦ୍ର ଦାସ- ୬୩୧୯
ସ୍ୱାଧିନ: ପବିତ୍ର ମୋହନ ଦାସ- ୩୦୩
ନୋଟା: ୪୩୪

13:55 PM

ନବମ ପରେ ଦଶମ ରାଉଣ୍ଡରେ ମଧ୍ୟ ଆଗେଇଲା ବିଜେଡି। 

ବିଜେଡି: ଅବନ୍ତୀ ଦାସ- ୪୦୪୭୬
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୪୫୩୨୧
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୧୮୯୫
ସ୍ୱାଧିନ: ରାଜେନ୍ଦ୍ର ଦାସ- ୫୯୪୭
ସ୍ୱାଧିନ: ପବିତ୍ର ମୋହନ ଦାସ- ୨୮୧
ନୋଟା: ୩୮୯

13:38 PM

fallback

13:27 PM

ନବମ ରାଉଣ୍ଡ

ବିଜେଡି: ଅବନ୍ତୀ ଦାସ- ୩୫୮୨୪
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୪୧୦୮୯
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୧୫୫୬
ସ୍ୱାଧିନ: ରାଜେନ୍ଦ୍ର ଦାସ- ୫୫୫୭
ସ୍ୱାଧିନ: ପବିତ୍ର ମୋହନ ଦାସ- ୩୩୭
ନୋଟା: ୩୩୭

13:23 PM

ଅଷ୍ଟମ ରାଉଣ୍ଡ

ବିଜେଡି: ଅବନ୍ତୀ ଦାସ- ୩୦୦୮୨
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୩୬୦୭୩
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୧୨୩୬
ସ୍ୱାଧିନ: ରାଜେନ୍ଦ୍ର ଦାସ- ୫୧୪୭
ସ୍ୱାଧିନ: ପବିତ୍ର ମୋହନ ଦାସ- ୨୧୮
ନୋଟା: ୨୮୮

13:17 PM

ଅଷ୍ଟମ ରାଉଣ୍ଡ

ବିଜେଡି: ଅବନ୍ତୀ ଦାସ- ୩୦୦୮୨
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୩୬୦୭୩
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୧୨୩୬
ସ୍ୱାଧିନ: ରାଜେନ୍ଦ୍ର ଦାସ- ୫୧୪୭

12:59 PM

ଅଷ୍ଟମ ରାଉଣ୍ଡରେ ସୂର୍ଯ୍ୟବଂଶୀ ୫୯୯୧ ଭୋଟରେ ଆଗୁଆ।

12:45 PM

ଅଷ୍ଟମ ରାଉଣ୍ଡରେ ବିଜେପି ୭୦୦ ଭୋଟରେ ଆଗୁଆ।

12:43 PM

ସପ୍ତମ ରାଉଣ୍ଡ

ବିଜେଡି: ଅବନ୍ତୀ ଦାସ- ୨୫୯୦୮
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୩୧୧୦୮
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୧୧୨୨
ସ୍ୱାଧିନ: ରାଜେନ୍ଦ୍ର ଦାସ- ୪୯୫୩

12:39 PM

ସପ୍ତମ ରାଉଣ୍ଡରେ ୯୦୮ ଭୋଟରେ ଆଗୁଆ ବିଜେପି। ବିଜେପି ପ୍ରାର୍ଥୀ ସୁରଜ୍ ସୂର୍ଯ୍ୟବଂଶୀ ୪,୪୯୨ ଭୋଟରେ ଆଗୁଆ। ସୂର୍ଯ୍ୟବଂଶୀଙ୍କୁ ମିଳିଛି ୨୭,୨୬୦ ଭୋଟ୍।

12:35 PM
12:34 PM

୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ୪୩୯୨ ଭୋଟରେ ସୁରଜ ସୂର୍ଯ୍ୟବଂଶୀ ଆଗୁଆ ।

12:18 PM

ଷଷ୍ଠ ରାଉଣ୍ଡ

ବିଜେଡି: ଅବନ୍ତୀ ଦାସ- ୨୨୭୬୮
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୨୭୧୬୦
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୧୦୦୭
ସ୍ୱାଧିନ: ରାଜେନ୍ଦ୍ର ଦାସ- ୪୮୫୮

12:15 PM

ମହାରାଷ୍ଟ୍ରର ଆନ୍ଧେରି ଇଷ୍ଟରେ ଶିବସେନା (ଊଦ୍ଧବ ଠାକରେ) ପ୍ରାର୍ଥୀ ଋତୁଜା ଲଟକେଙ୍କୁ ୭୫ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ମିଳିଲା। ଚାରିଅଙ୍କ ଛୁଇଁ ପାରିଲେନି ପ୍ରତିଦ୍ୱନ୍ଦୀ।

12:11 PM

ବିହାର ମୋକାମାରେ ବାଜି ମାରିନେଲା ଆରଜେଡି। ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଲେ ନିଲମ ଦେବୀ। ବିଜୟ ପରେ ନିଲମ କହିଲେ, "ମୋର ପ୍ରତିଦ୍ୱନ୍ଦୀ କେହି ନଥିଲେ। ନିର୍ବାଚନ କେବଳ ଗୋଟିଓ ଔପଚାରିକ ଥିଲା।"

12:10 PM

 

ହରିୟାଣାର ଆଦମପୁରରେ ବିଜେପି ପ୍ରାର୍ଥୀ ଭବ୍ୟ ବିଷ୍ଣୋଇ ଆଗୁଆ।

11:43 AM

ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେପି ୪୩୯୨ ଭୋଟରେ ଆଗୁଆ

ପଞ୍ଚମ ରାଉଣ୍ଡରେ ଥିଲା

ବିଜେଡି: ଅବନ୍ତୀ ଦାସ- ୧୮୯୩୨
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୨୨୪୯୫
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୭୧୯
ସ୍ୱାଧିନ: ରାଜେନ୍ଦ୍ର ଦାସ- ୩୩୮୯

11:35 AM

ପଞ୍ଚମ ରାଉଣ୍ଡରେ ବିଜେପି ୩୦୧୧ ଖଣ୍ଡ ଭୋଟରେ ଆଗୁଆ।

11:33 AM

ଚତୁର୍ଥ ରାଉଣ୍ଡରେ ୧୨୨୮ ଓ ମୋଟରେ ୩୨୬୧ ଖଣ୍ଡ ଭୋଟରେ ବିଜେପି ଆଗୁଆ

11:11 AM

ଚତୁର୍ଥ ରାଉଣ୍ଡରେ ବି ବିଜେପି ଆଗୁଆ

ବିଜେଡି: ଅବନ୍ତୀ ଦାସ- ୧୪୯୨୦
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୧୮୧୮୧
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୫୫୭
ସ୍ୱାଧିନ: ରାଜେନ୍ଦ୍ର ଦାସ- ୨୩୬୨

11:03 AM

ମୋତେ ବିଶ୍ୱାସ ଧାମନଗରବାସୀ ବିଜେଡି କଥାରେ ଭାସିଯାଇନାହାଁନ୍ତି; ବିଜେପି ସାଂସଦ, ପ୍ରତାପ ଷଡଙ୍ଗୀ

11:01 AM

ତୃତୀୟ ରାଉଣ୍ଡରେ ଥିଲା

ବିଜେଡି: ଅବନ୍ତୀ ଦାସ- ୧୦୮୫୯
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୧୨୮୯୨
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୪୨୭
ସ୍ୱାଧିନ: ରାଜେନ୍ଦ୍ର ଦାସ- ୧୦୯୨

10:50 AM

ଚତୁର୍ଥ ରାଉଣ୍ଡ ଭୋଟ ଗଣତି ୨,୬୩୭ ଭୋଟରେ ଆଗୁଆ ବିଜେପି।

10:37 AM

୩ୟ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ> ସୂରଜ ସୂର୍ଯ୍ୟବଂଶୀ ୨୦୩୫ ଭୋଟରେ ଆଗୁଆ ଥିବା ସୂଚନା।

10:24 AM

ତୃତୀୟ ରାଉଣ୍ଡ ସୁଦ୍ଧା ୨୦୩୫ ଭୋଟ ରେ ବିଜେପି ଆଗୁଆ।

10:12 AM

ଦ୍ୱିତୀୟ ପର୍ଯ୍ୟାୟ

ବିଜେଡି: ଅବନ୍ତୀ ଦାସ- ୩୩୭୮
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୩୯୮୮
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ-
ସ୍ୱାଧିନ: ରାଜେନ୍ଦ୍ର ଦାସ- ୧୯୫

୬୧୦ ଭୋଟରେ ଆଗୁଆ ବିଜେପି

 

10:07 AM

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୭୬୯ ଖଣ୍ଡ ଭୋଟରେ ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ।

10:02 AM

ରାଉଣ୍ଡ ୧

ବିଜେଡି: ଅବନ୍ତୀ ଦାସ- ୩୯୮୦
ବିଜେପି: ସୂର୍ଯ୍ୟବଂଶୀ ସୁରଜ- ୪୭୪୯
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ- ୧୬୨
ସ୍ୱାଧିନ: ରାଜେନ୍ଦ୍ର ଦାସ- ୪୦୨
 

 

 

 

09:23 AM

ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ

08:44 AM

 ପ୍ରଥମ ରାଉଣ୍ଡରେ ୭୭୯ ଭୋଟରେ ବିଜେପିର ସୂର୍ଯ୍ୟବଂଶୀ ସୁରଜ ଆଗୁଆ

08:31 AM

୫୪୮ଟି ପୋଷ୍ଟାଲ ବ୍ୟାଲେଟରେ ପଡିଛି ଭୋଟ୍।

08:21 AM

ଇଭିଏମ ଭୋଟ ଗଣତି ଆରମ୍ଭ ହେଲା।

08:19 AM

08:19 AM

ମତ ଗଣନା କେନ୍ଦ୍ର ବାହାର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବଳୟ ଠାରୁ ନେଇ ସ୍ଥାନୀୟ ପୋଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। 

08:19 AM
08:19 AM

ଭୋଟ ଗଣତିରେ ୨୦୦ରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୧୦ ଜଣ ପ୍ରଶାସନ ଅଧିକାରୀ ଦାୟିତ୍ୱରେ ଅଛନ୍ତି। ପ୍ରତି କାଉଣ୍ଟି ଟେବୁଲ ପାଇଁ  ଜଣେ ସୁପର ଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପର ଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି। 

08:19 AM

ମୋଟ ୧୮ ରାଉଣ୍ଡରେ ଭୋଟ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ ଓ ଗୋଟିଏ RO ଟେବୁଲର ବ୍ୟବସ୍ଥା କରାଯାଇଛି। ୧୮ ରାଉଣ୍ଡ ପରେ VVPAT Machine Random Counting ହେବ।

08:18 AM

ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯାଉଛି। ସାଢେ ଆଠଟାରୁ ଇଭିଏମ ଭୋଟ ଗଣତି ହେବ। ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନ ଠାରେ ଭୋଟ ଗଣତି ଚାଲିଛି।

08:12 AM

ଧାମନଗର ବିଧାୟକ ପ୍ରାର୍ଥୀ:-

ବିଜେଡି: ଅବନ୍ତୀ ଦାସ
ବିଜେପି: ସୂର୍ଯ୍ୟବଂଶୀ ସୁରଜ 
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ
ସ୍ୱାଧିନ: ରାଜେନ୍ଦ୍ର ଦାସ
ସ୍ୱାଧିନ: ପବିତ୍ର ମୋହନ ଦାସ

08:09 AM

ସକାଳ ଆଠଟାରୁ ଭୋଟ ଗଣତି ଆରମ୍ଭ ହେଲା। 

Trending news