Lok Sabha Candidate List: ୯ଟି ଆସନର ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
Advertisement
Article Detail0/zeeodisha/odisha2202953

Lok Sabha Candidate List: ୯ଟି ଆସନର ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Lok Sabha Candidate List: ଆଜି କଂଗ୍ରେସ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ୍, ଢେଙ୍କାନାଳରୁ ସସ୍ମିତା ବେହେରା, ପୁରୀରୁ ସୁଚରିତା ମହାନ୍ତି, ଯାଜପୁରରୁ ଅଞ୍ଚଳ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଭୁବନେଶ୍ବରରୁ ୟାସିର ନୱାଜ ଲଢିବେ ବୋଲି ତାଲିକାରେ ଉଲ୍ଲେଖ ରହିଛି ।